Monthly Archives

June 2023

ତୁ ତୁ ମେ ମେରେ ଶେଷ ହେଲା ଦେଓଗାଁ ପଞ୍ଚାୟତ ସମିତି ବୈଠକ

ସଭାରେ ଅଧ୍ୟକ୍ଷଙ୍କ ଅପବ୍ୟବହାର ଯୋଗୁଁ ବୈଠକ ଘଣ୍ଟାଏ ବନ୍ଦଠିକା କାମକୁ ନେଇ ସମିତି ସଭ୍ୟ - ସରପଞ୍ଚ ଟଣା ଓଟରା ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟାରେ ଦେଓଗାଁ ବ୍ଲକ ସଭା କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ
Read More...

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ) ବିତରଣ କାର୍ଯ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ
Read More...

ସୁବର୍ଣ୍ଣପୁରରେ ଯୁବ ଉତ୍ସବ : ଭାରତ @୨୦୪୭ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇ ଯୁବ ସମାଜ ସକାରାତ୍ମକ ମାନସିକତାର ସହ
Read More...

ପ୍ରେମିକାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକଙ୍କୁ କୋର୍ଟ ଚାଲାଣ କଲା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ
Read More...

ଜିଲ୍ଲା ଶ୍ରମ ବିଭାଗ ସୁବର୍ଣ୍ଣପୁର ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ
Read More...

ସାମ୍ବାଦିକମାନଙ୍କ ୧୧ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକମାନଙ୍କ ୧୧ ଦଫା ଦାବୀ ନେଇ ଷ୍ଟେଟୟୁନିଅନ୍‌ ଅଫ୍ ଜର୍ନାଲିଷ୍ଟସ (ଏସ୍‌ୟୁଜେ) ଓଡ଼ିଶା ଜିଲ୍ଲା ଶାଖା ଜର୍ଣ୍ଣାଲିଷ୍ଟ ୟୁନିଅନ୍‌ ଅଫ ବଲାଙ୍ଗିର (ଜେୟୁବି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଜିଲ୍ଲା ସଭାପତି
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରକାଶ ପରେ ବଲାଙ୍ଗିର ସହରର ମୁଖ୍ୟ ରାସ୍ତା ମରାମତି ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠିକାଦାରପଡ଼ା ସ୍ଥିତ ଲକ୍ଷ୍ମୀଯୋର୍‌ ଉପରେ ରହିଥିବା ବ୍ରିଜ୍‌ ଉପରେ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ନେଇ 'କୋଶଳ ପ୍ରବାହ'ରେ ଗତକାଲି ଖବର ପ୍ରସାରଣ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ
Read More...

୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କଲେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି ଅପରାହ୍ନରେ ଆଉ ୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ୫ଟି ସ୍ୱଚ୍ଛତା
Read More...

ମୃତ୍ୟୁ ପରେ ମଧ୍ୟ ଅମର ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ

ବରଗଡ଼, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ମଧ୍ୟ ଅମର ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ । ସୂଚନା ଅନୁସାରେ ସମ୍ବଲପୁର କୁଞ୍ଜେଳପଡା ସ୍ଥିତ ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ)ଙ୍କର ସୋମବାର ସଡକ ଦୁର୍ଘଟଣାରେ ପ୍ରାଣ ଚାଲି ଯାଇଥିଲା । ଆଜି ତାଙ୍କର ପରିବାର
Read More...

ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ପାଞ୍ଚ ଗୁଣ୍ଡିଚା ମନ୍ଦିର ପାଖରେ ରାଉରକେଲା ବିକାଶ ମଞ୍ଚର ଏକ ବୈଠକର ଆୟୋଜନ କରାଯାଇଥିଲା । ହକି ବିଶ୍ୱ କପ୍‌ ପୂର୍ବରୁ ବିମାନବନ୍ଦର ଛକରେ ତିଆରି ହୋଇଥିବା ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପଡିବା, ହକି
Read More...