Daily Archives

ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର ସରକାର

● ୨୦୨୩-୨୪ ଚିନି ଋତୁ ପାଇଁ ନୂତନ ନିର୍ଦ୍ଧାରିତ ଦରରେ ଚାଷୀଙ୍କୁ ଆଖୁ ବାବଦରେ ପାରିଶ୍ରମିକ ଦେବେ ଚିନି କଳ● ଆଖୁ ଚାଷୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଉଚିତ୍ ଓ ଲାଭକରୀ ମୂଲ୍ୟ ନିର୍ଦ୍ଧାରଣ● ଚାଷୀଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ଲାଗି
Read More...

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଏନଡିଏ ସରକାରଙ୍କ ୯ ବର୍ଷର ସଫଳତା ଉପରେ ହେଲା ଆଲୋଚନା ● ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟଧାରାର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି : ଡକ୍ଟର ଗିରିଶ ଚନ୍ଦ୍ର ଦାଶ● ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ବିଶେଷ ଗୁରୁତ୍ୱ ରହିଛି : ପ୍ରଫେସର ସୂର୍ୟ୍ୟ ମିଶ୍ର
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ କୃତି ପ୍ରତିଯୋଗୀ ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ବୁଧବାର ଦିନ ଜିଲ୍ଲା ସଂସ୍କୃତି
Read More...

ବାହୁଡା ଯାତ୍ରା ଉପଲକ୍ଷେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ସାଇ ଯୁବ କ୍ଲବ ଓ ଭୂତନାଥ ଆଖଡା ତରଫରୁ ପ୍ରସାଦ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସର୍ବଶ୍ରୀ ରାହୁଲ ମହାନ୍ତି, ସୁରଜ ଜୟଶ୍ୱାଲ,
Read More...

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ
Read More...

ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମଜିଲ୍ଲାପାଳଙ୍କ ସମୀକ୍ଷା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌, ଅଧୀକ୍ଷକ, ରେଜିଷ୍ଟ୍ରାର୍‌ଙ୍କ ସମେତ
Read More...

ମହୁଡା ଗାଁ ନିକଟରେ ଚାଞ୍ଚଲ୍ୟକର ଡବଲ୍‌ ମର୍ଡର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼କୁ ହତ୍ୟା କରି ପୋଡ଼ିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅପରାଧୀମାନେ ଚମ୍ପଟ ମାରିଛନ୍ତି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିଂହ୍ନଟ
Read More...

ମଦନପୁରରେ ବହୁଡାଯାତ୍ରା, ବାହୁଡ଼ିଲେ ତିନି ଠାକୁର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ମହିଳା କୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ଓ ବହୁ ଭକ୍ତଙ୍କ ଭିଡରେ ଗୁଣ୍ଡିଚା ମନ୍ଦିର ଆସିଥିଲେ ତିନି ଠାକୁର । ୯ ଦିନ ଧରି ନରିଆପଡାବାସୀ ତିନି ଠାକୁରଙ୍କୁ ସେବା କରି, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ କରି
Read More...

ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ବିଭାଗ ନୂତନ ବିଇଓଙ୍କୁ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିକାଶ ମଞ୍ଚ ର ସଭାପତି ଫାଳଗୁନୀ ହାତୀ, ସମ୍ପାଦକ ଥବିର ସା, ସହସମ୍ପାଦକ ମଦନ ଥାଟି, କୋଷାଧ୍ୟକ୍ଷ
Read More...

ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଚିକିତ୍ସା କଲେ ପ୍ରାଣୀ ଚିକିତ୍ସୀଧିକାରୀଣୀ

ତୁଷୁରା, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ତୁଷୁରା ପ୍ରାଣୀ ଚିକିତ୍ସାଧିକାରୀଣୀ ଜଣେ ଚାଷୀଙ୍କ ଗାଈର ଚିକିତ୍ସା କରିଥିଲେ । ତୁଷୁରା ସହରର ଜଣେ ଚାଷୀଙ୍କର ଗାଈ ଦୁଇ ଦିନ ଧରି ରୋଗଗ୍ରସ୍ତ ହୋଇ ପଡିଥିବା ଖବରପାଇ ସାମ୍ବାଦିକ ମନୋଜ କୁମାର ଜୈନ ତୁଷୁରା ପ୍ରାଣୀ
Read More...