Daily Archives

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ, ଜିଲ୍ଲାର ବିକାଶ ପ୍ରସଙ୍ଗରେ ଏକ…

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଏକ ମିଳିତ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତି, ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ
Read More...

ବିଜେପି ଛାଡି ବିଜେଡିରେ ମିଶିଲେ ଜିଲ୍ଲାପରିଷଦ ପ୍ରାର୍ଥିନୀ ଝରଣା ଭୋଇ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି ଜଣେ ଜିଲ୍ଲାପରିଷଦ ପ୍ରାର୍ଥିନୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ନିର୍ବାଚନ ମଂଡଳୀର ବେଲପଡା ବ୍ଲକ ଅନ୍ତର୍ଗତ ୨୪ ନମ୍ବର ଜୋନର
Read More...

ପଦ୍ମପୁର ପ୍ରତିଭା ସମ୍ମାନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡର ସମସ୍ତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଜେନିଥ୍ ଇନଷ୍ଟିଚ୍ୟୁଟ, ଝାଙ୍କରପାଲିଠାରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ସଭା ହୋଇଥିଲା । ସଭାପତି ମନୋଜ ପଣ୍ଡା, ମୁଖ୍ୟ
Read More...

ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଥିବା ଅଖିଳ ଭାରତୀୟ ଗୋଁଣ୍ତ ସମାଜ ମଣ୍ତପଠାରେ ଆଜି ରାଣୀ ଦୁର୍ଗାବତୀଙ୍କ ୪୬୦ତମ ବଳିଦାନ ଦିବସ ପାଳନ କରାଯାଇଛି । ଗୋଁଣ୍ତ ସମାଜ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ନିବାସୀ କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର(୭୦) ଆଉ ନାହାନ୍ତି । ଆଉ ଶୁଣିବାକୁ ମିଳିବନି ରାମଭକ୍ତଙ୍କ ପାଟିରୁ ବଡ ଜୋର୍‌ରେ 'ଜୟ କୋଶଲ' ନାରା । ଆଜି ଅପରାହ୍ଣରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ଶିକ୍ଷାବର୍ଷ ୨୦୨୩ - ୨୪ର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍‌ଷ୍ଠିତ ହୋଇଥିବା ବେଳେ ଶିକ୍ଷକ
Read More...

ପୁଣି ଘଟିଲା ରେଳ ଦୁର୍ଘଟଣା

ପଶ୍ଚିମବଙ୍ଗ : ଆଜି ସକାଳୁ ପଶ୍ଚିମବଙ୍ଗର ଓଣ୍ଡା ରେଳଷ୍ଟେସନ ନିକଟସ୍ଥ ବାଙ୍କୁରାରେ ପୁଣି ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲୁପ୍‌ ଲାଇନରେ ଛିଡା ହୋଇଥିବା ବେଳେ ଅନ୍ୟ ଏକ ଟ୍ରେନ ରେଡ୍‌ ସିଙ୍ଗନାଲ୍‌ ନ ମାନି ମାଡି ଆସିଥିଲା । ଏହା ଫଳରେ ମାଲବାହୀ ଟ୍ରେନ ଉପରେ ଅନ୍ୟ ଟ୍ରେନର
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...

ବର୍ଷାର ପ୍ରଭାବକୁ ନେଇ ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା,
Read More...

ରଖେ ହରି ତ’ ମାରେ କିଏ : ଖୋଲା କୂଅରେ ଗଳି ପଡ଼ିଲା ଶିଶୁକନ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି ରଖେ ହରି ତ' ମାରେ କିଏ । ସାଙ୍ଗମାନଙ୍କ ସହ ଖେଳୁ ଖେଳୁ କୂଅରେ ଭିତରେ ଗଳି ପଡିଥିଲା ଶିଶୁକନ୍ୟା । ଅଧଘଣ୍ଟା ଭିତରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ପଂଚାୟତର ପଦମପୁର ଗାଁରେ
Read More...