Daily Archives

ବିଦ୍ୟୁତ (ଉପଭୋକ୍ତାଙ୍କ ଅଧିକାର) ନିୟମାବଳୀ, ୨୦୨୦ରେ ସଂଶୋଧନ କଲେ କେନ୍ଦ୍ର ସରକାର

• ଟାଇମ୍ ଅଫ୍ ଡେ (ଟିଓଡି ଟାରିଫ୍) ଓ ସ୍ମାର୍ଟ ମିଟରିଂ ନିୟମାବଳୀର ସରଳୀକରଣ ହେଲା ପ୍ରଚଳନ• ସୌର ଘଣ୍ଟା ସମୟରେ ବିଦ୍ୟୁତ ଟାରିଫ୍‌ ୨୦% କମ ରହିବ, ଅଧିକ ଚାହିଦା ସମୟରେ ୧୦-୨୦% ଅଧିକ ରହିବ; ଟିଓଡି ବ୍ୟବସ୍ଥାର ପ୍ରଭାବୀ ଉପଯୋଗରୁ ଗ୍ରାହକଙ୍କୁ ମିଳିବ ଲାଭ• ଟିଓଡି ବ୍ୟବସ୍ଥାର ସୁଫଳ
Read More...

୩୨ତମ ଜାତୀୟ ଉଷୁ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ବଲାଙ୍ଗିରରୁ ଆଲୋକ ନାଏକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୬ ଜୁନଠାରୁ ୧ ଜୁଲାଇ ପର୍ଯ୍ୟନ୍ତ ପୁନେ (ମହାରାଷ୍ଟ୍ର)ଠାରେ ୩୨ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୨ ଜଣ ପ୍ରତିଯୋଗୀ ଏବଂ ୬ ଜଣ ଅଫିସିଆଲ ଅଂଶ ଗ୍ରହଣ କରିବେ । ଏଥିରେ ବଲାଙ୍ଗିରରୁ
Read More...

ଛତ୍ରପୁରଠାରେ କଳା ବିକାଶ କେନ୍ଦ୍ର ପକ୍ଷରୁ ବିଶ୍ଵ ସଙ୍ଗୀତ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସଂଗଠନ ଛତ୍ରପୁର କଳା ବିକାଶ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ବିଶ୍ଵ
Read More...

ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିନାୟକ ମିଶ୍ର ଯୋଗ ଦେଇଛନ୍ତି । ଯୋଗଦାନ ପରେ ଶ୍ରୀ ମିଶ୍ର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ
Read More...

ମେଧାବୀ ଛାତ୍ରୀ ବନିତାଙ୍କୁ ଉଚ୍ଚଶିକ୍ଷା ଗ୍ରହଣରେ ସହାୟକ ହେଲେ ବିକାଶ ଗୃପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ସପ୍ତାହରେ ଆର୍ଥିକ ଅସୁବିଧା ଯୋଗୁଁ ପଦ୍ମପୁର ଉପଖଣ୍ଡ ସରେଇକେଲା ଗାଁର ଯୁକ୍ତ ୨ ପାସ କରିଥିବା ମେଧାବୀ ଛାତ୍ରୀ ବନିତା ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ନେଇ ଖବର ପ୍ରକାଶିତ ହୋଇଥିଲା । ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ବରଗଡ ଜିଲାପାଳଙ୍କ ମାଧ୍ୟମରେ
Read More...

ବୁକୁରାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃର କାର୍ଯ୍ୟାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃରେ ନଂ-18/pdmp/2023ର ସାଧାରଣ ସଭା ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ରାଜୀବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଚାଷୀ ନେତା ରମେଶ ମହାପାତ୍ର, ସମ୍ମାନିତ
Read More...

ବାଲିଗୁଡାରେ ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ୍‌ ଅଧିକାରୀ । ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ
Read More...

ପାଣି ଯୋଗାଣ ନ ହୋଇ ଏରିଅର ବିଲ୍‌ ମାଗିବା ଯୋଗୁଁ ବଢୁଛି ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରକୁ ସାରା ରାଜ୍ୟରେ ଉତ୍ତପ୍ତ ସହର ଭାବେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ମଧ୍ୟ ଘୋର ଅସୁବିଧା ରହିଥିଲା, ଯାହା ଫଳରେ ଟ୍ରେନ୍ ଯୋଗେ ପିଇବା ପାଣି ଯୋଗାଣ ହେଉଥିଲା । ସେହି ସମୟରେ 'ଟିଟିଲାଗଡ ନାଇଁ ସେ ଇଟା
Read More...

ଲୋକଗୀତରେ ଗବେଷଣା ପାଇଁ କିର୍ତ୍ତନ ଦୀପଙ୍କୁ ରାଷ୍ଟ୍ରୀୟ ଫେଲୋସିପ ପ୍ରଦାନ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ମେଣ୍ଡା ଗ୍ରାମର କିର୍ତ୍ତନ ଦୀପଙ୍କୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସିନିଅର ଫେଲୋସିପ ପ୍ରଦାନ କରାଯାଇଛି । ଛାତ୍ର ଜୀବନରୁ ଗୀତ ସଂଗୀତ ନାଟକ ପ୍ରତି ଅଧିକ ରୁଚି ରଖିଥିବା ଶ୍ରୀ ଦୀପ ସଂମ୍ପ୍ରତି ଆକାଶବାଣୀ
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍ବୁଲାନ୍ସକୁ ଧକ୍କା ଦେଲା ବେଦାନ୍ତ ଗାଡ଼ି । ବଲାଙ୍ଗିର-ଟିଟିଲାଗଡ଼ ରୋଡରେ ଘଟିଛି ଏଭଳି ଏକ ଘଟଣା । ଏହି ଘଟଣାରେ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ
Read More...