Daily Archives

କଫ୍‌ ସିରପ୍ ମାଫିଆ ଡାକୁଛନ୍ତି ତ୍ରାହି ତ୍ରାହି : ଏକ୍ସନ ମୋଡ଼ରେ ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରପ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍‌ ସିରପ୍‌ କାରବାର କମିଥିଲେ ମଧ୍ୟ କିଛି ଦିନର ନୀରବତା
Read More...

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଟ୍ଵିଟର ଗାର୍ଲ ଦୀପା : ମୁଖ୍ୟ ଶାସନ ସଚିବ କହିଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର
Read More...

ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଅଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଅତି ଅଳ୍ପ ବୟସରୁ ନିଜ ସ୍ୱାମୀଙ୍କୁ ହରାଇ ବର୍ତ୍ତମାନ ଦୁଇ ଶିଶୁ ସହିତ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ସେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ସୂଚନା କ୍ରମେ ନୂଆଁ ସରସରା ଗ୍ରାମର
Read More...

ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହ ସ୍ମରଣିକା ପ୍ରକାଶ ପାଇଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜବାହାରଲାଲ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥଠାରେ ଆଜି ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି
Read More...

ନିଟ୍‌ ପରୀକ୍ଷାରେ ସଫଳତା ପାଇ ଟିଟିଲାଗଡ଼ ସହରର ଗୌରବ ସାଜିଲେ ଜନ୍ମେଜୟ ସେଠ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ନିଜ ପିଲାଙ୍କ ଭବିଷ୍ୟତ କିପରି ଗଢି ତୋଳିବେ, ସେଥିପାଇଁ ସବୁ ଅଭିଭାବକ ଚେଷ୍ଟାରତ ଥାଆନ୍ତି । ସମସ୍ତ ଅଭିଭାବକଙ୍କ ଭଳି ଟିଟିଲାଗଡ ସହରର ୱାର୍ଡ ନମ୍ବର ୧୨ ଝାଙ୍କରପଡା ନିବାସୀ ଗରିବ ଦମ୍ପତିଙ୍କ ପୁଅ ଆଜି ନିଟ୍‌ ପରୀକ୍ଷାରେ ସଫଳତା ପାଇବା ସହ ନିଜ ଅଞ୍ଚଳ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନକୁ ସାର୍ଥକ କରିବା ପାଇଁ ବଲାଙ୍ଗିରଠାରେ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ଵରେ ଏକ ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ

ବୀରମହାରାଜପୁର/ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମର ୨ ଗୋଟି ପରିବାରକୁ ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଶନିବାର ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ
Read More...

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଂଜୁର

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ୟ୍ୟ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଂଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ
Read More...

ଲୋକକଳା ସଙ୍ଗମର ଉଦ୍‌ଯାପନୀ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସାଂସଦ ପକ୍ଷରୁ ଆୟୋଜିତ ଲୋକକଳା ସଙ୍ଗମ-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ
Read More...

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ଯୁବ ଓ ଛାତ୍ର ଜନତା ଦଳକୁ ଆହୁରି ସଂଗଠିତ ଓ ସୁଦୃଢ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଆଗଲପୁର ବ୍ଲକ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଯୁବ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ
Read More...