Daily Archives

ନରେନ୍ଦ୍ର ମୋଦୀ ସେବା ଓ ସୁଶାସନର ପ୍ରବର୍ତ୍ତକ : ଡା. ମହେନ୍ଦ୍ରଭାଇ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସଂଯୁକ୍ତ ମୋର୍ଚ୍ଚାର ସମ୍ମିଳନୀ ଭଞ୍ଜ ଭବନ ଅଡିଟୋରିୟମଠାରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ (ମହିଳା ଓ ଶିଶୁ କଲ୍ୟାଣ ତଥା
Read More...

କଳଙ୍ଗା ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟପାଳଙ୍କଠାରେ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା "କଳଙ୍ଗା" ସମାଜକୁ ଆଦିବାସୀ ମାନ୍ୟତା ଦେବା ପାଇଁ ସମାଜର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ରାଜଭବନକୁ ଯାଇ ମହାମହିମ ରାଜ୍ୟପାଳଙ୍କଠାରେ ଗୁହାରୀ କରିଛନ୍ତି । କଳଙ୍ଗା ସମାଜର ପ୍ରମୁଖ
Read More...

ପ୍ରତି ପଂଚାୟତରେ ପାଠାଗାରଟିଏ ପାଇଁ ଦାବୀ ଜଣାଇଲା ‘ଶିଶୁଶ୍ରୀ’

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଧାୟକ, ଜିଲ୍ଲାପାଳ ତଥା ସଂସ୍କୃତି ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପ୍ରତି ପୁସ୍ତକଠାରୁ ସମସ୍ତେ ଦୂରେଇ ଯାଉଥିବା ପରିପ୍ରେକ୍ଷୀରେ ପୁସ୍ତକ ମନସ୍କ ପାଇଁ ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ରହିଥିବା
Read More...

ନିଜ ଡ୍ରାଇଭରଙ୍କ ଅନ୍ତିମ ସତ୍କାର ବେଳେ କାନ୍ଧ ଦେଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରୁ ପଞ୍ଚନାମା ପରେ ରାତ୍ର ୧୧ଟା ସମୟରେ ଧନୁର୍ଯ୍ୟ ପାଣ୍ଡେଙ୍କ ମର ଶରୀର ନିଜ ଗ୍ରାମ ହୀରାପୁରକୁ ପହଞ୍ଚବା ବେଳେ ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିବା ପରେ ଝାରବନ୍ଧ ରାସ୍ତାରେ ଥିବା ତାଙ୍କ ନିଜ ଜମି
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରୁ କୋଚିଂ ନେଇ ଟପର ହେଲେ ବାପଛେଉଣ୍ଡ ଈଶାଣେଶ୍ୱରୀ

ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ +୨ କଳା ପରୀକ୍ଷା ଫଳରେ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଈଶାଣେଶ୍ଵରୀ ସାହୁ ମୋଟ୍ ୪୭୮ ମାର୍କ୍ସ ରଖି କଲେଜ ଟପ୍ପର ହୋଇଛନ୍ତି । ସେ ଦହମୁଣ୍ଡା ସ୍ଥିତ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଯୁକ୍ତ ଦୁଇ କଳାରେ ଦୁଇ
Read More...

ଟିଟିଲାଗଡ଼ ହାଟପଦାପଡ଼ା ଦୈନିକ ବଜାର ଦୋକାନ ଗୃହ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରେ ନୂତନ ଦୋକାନ ଗୃହ, ନୂତନ କଲ୍ୟାଣ ମଣ୍ଡପ, ପାର୍କ ନିର୍ମାଣ ଆଦି ସାମିଲ୍‌ ରହିଛି । ସେହି କ୍ରମରେ ଟିଟିଲାଗଡ ପୌରପରିଷଦର ହାଟପଦାପଡ଼ା ଦୈନିକ ବଜାରର
Read More...

ବମ୍‌ ନେଇଁସେ, ବର୍‌ହା ଗୁଲା : ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା

ପାଟଣାଗଡ଼ : ବମ୍‌ ନେଇଁସେ, ବର୍‌ହା ଗୁଲା । ବର୍‌ହା ଶିକାର୍‌ କର୍‌ବାର୍‌ ଲାଗି କିଏ ଝନେ ଜୋର୍‌ ଖଁଡ଼ି ରଖିଦେଇଥିଲା ବଲି ସୂଚନା ଦେଇଛନ୍‌ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା । ଏନ୍‌ତା କି ଘଟଣା ସ୍ଥଲ୍‌ ନୁଁ ନେଇଁ ଫୁଟ୍‌ଲା ବର୍‌ହା ଗୁଲା ବି ତଦନ୍ତ ବେଲ୍‌କେ ପୁଲିସ ସେନୁ
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ମାଲପଡା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକିଆ ବୈଠକରେ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ୧୪ ଓ ୧୫ ନଂ. ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ
Read More...

କାଳବୈଶାଖୀର ତାଣ୍ଡବ ଲୀଳା : ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଲୀଳା ହେବା ଯୋଗୁଁ ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ । ବାପା ସୁଜୁ ସାହୁ ଓ ପୁଅ ଚମାର ସାହୁ ଥିବା ବେଳେ ଚମାରଙ୍କ ଗୋଡ଼ରେ
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଖୁଟୁଣାପାଣି ସାଧନ କେନ୍ଦ୍ରସ୍ଥ ଖୁଟୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ଅନାଦି ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ
Read More...