ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍ସି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପ୍ରସ୍ତୁତି କରୁଛି ବିଏମ୍ସି । ବୁଧବାର ଏନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଗୁଆ ପ୍ରସ୍ତୁତି ନେଇ ଆଲୋଚନା ହେବ ।
ଖବର ଅନୁଯାୟୀ, ବୁଧବାର ବସିବାକୁ ଥିବା ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, WATCO ସମେତ ବିଏମସିର!-->!-->!-->…
Read More...
Read More...