Monthly Archives

May 2023

ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ଗ୍ରାମରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ଶିଶୁ ସାହିତ୍ୟକ ବୃନ୍ଦାବନ କୁମ୍ଭାର ପିଲାଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛନ୍ତି । ଶ୍ରୀ କୁମ୍ଭାର ବିଭିନ୍ନ ବିଷୟରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଏହି ପାଠାଗାର
Read More...

ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ୍‌ ହୋଇ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଗତ ୧୨ ତାରିଖ ଦିନ
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)
Read More...

ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର ବିନାଶ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିବାଦ ମାନବ ସମାଜରେ ଏକ ବ୍ୟାଧି । ଏହା ସମାଜରେ ରହିଥିବା ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପରିକଳ୍ପନା କରାଯାଇ ନପାରେ । ମାନବବାଦର ବିକାଶ ହେଲେ ଜାତିବାଦକୁ ଦୂର କରିହେବ । ତେଣୁ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର
Read More...

ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବିପିଏମ୍‌, ବିଏଲ୍‌ସି, ଏସ୍‌ଡିସି, ଏକାଉଣ୍ଟଟେଣ୍ଡମାନଙ୍କୁ ନେଇ ଗଠନ କରାଯାଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାୟୀ ସଭାପତି ପ୍ରଭାତ କୁମାର
Read More...

୯ମ ଭୀମପାହାଡ ମହୋତ୍ସବର ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ସଂଖ୍ୟାରେ ଭକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆଜିଠାରୁ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଦେଓଗାଁ ବ୍ଲକର ଜରାସିଂହାର ପାଟଖଣ୍ଡାପୀଠ ଓ କୁମୁରିଆ ଗାଁରୁ ସୁଲିଆପୀଠରୁ ଦୁଇଟି ମଶାଲକୁ
Read More...

ଲୋଇସିଂହାରେ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଆନୁକୂଲ୍ୟରେ ଲୋଇସିଂହା ସ୍ଥିତ ଆଦିବାସୀ କଲ୍ୟାଣ ଭବନଠାରେ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦିବାସୀ କଲ୍ୟାଣ ସଙ୍ଘର ସଭାପତି ଶ୍ୟାମସୁନ୍ଦର
Read More...

୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଟ୍ରାକ୍ଟର ଜବତ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଏକ ଟ୍ରାକ୍ଟର ଜବତ୍‌ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର-୧ ବିଭାଗର ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ
Read More...

ସନ୍ଦେହ ଘେରରେ ସାଲେପାଲିର ଏକ ଘର ଭିତରୁ ମିଳିଥିବା ଯୁବକଙ୍କ ମୃତ ଦେହ : ଆତ୍ମହତ୍ୟା ନା ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସାଲେପାଲିର ରିଙ୍କୁ ମେହେର (୨୭) ବୋଲି ଜଣାପଡିଛି । ମୃତ ରିଙ୍କୁଙ୍କ ବଡ ଭାଇଙ୍କ କହିବାନୁସାରେ ଦୀର୍ଘ ୫
Read More...

ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ଶ୍ରୀ ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ ଶ୍ରୀ ଶ୍ରୀ ବୁଢାଦେଓ ମଣ୍ତପ ନୃସିଂହନାଥଠାରେ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...