Monthly Archives

May 2023

ବିପୁଳ ପରିମାଣର ଗଞ୍ଜେଇ ଜବତ : ୨ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବେଳେ ମାଡ଼ି ବସିଲା କୋରାପୁଟ ଜିଲ୍ଲା ପାଡୁଆ ପୁଲିସ । ଗାଡ଼ିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ଼ ଦେବତା ଛକ ନିକଟରେ
Read More...

ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିଛନ୍ତି…

ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
Read More...

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ରିପୁନାଥ ସୁନା ମୁଖ୍ୟ ଅତିଥି, ସିନ୍ଧେକେଲା ସମତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷା କେଶବ ନାରାୟଣ ଜୈନ,
Read More...

ଏଭିନିରତାର କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏଭିନିରତାର କେନ୍ଦ୍ରରେ ବୁଧବାର ଭାରତ ସରକାରଙ୍କ ଅଧୀନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଟ୍ରାଇସାଇକେଲ, ହିଅରିଙ୍ଗ, ହ୍ୱିଇଲ ଚେୟାର ଆଦି ପ୍ରଦାନ କରାଯାଇଛି । ସିଆର୍‌ସି ଦୀପକ ନାୟକ
Read More...

ଦେଓଗାଁ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଦିନ ଥିଲା ଦ୍ୱିତୀୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ରବୀନ୍ଦ୍ର ସାହୁଙ୍କ ଅଭୀନିତ ରାବଣ ଦରବାର ମଞ୍ଚସ୍ଥ ହୋଇଥିଲା । ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ
Read More...

ଚଳିତ ବର୍ଷ ମାଟ୍ରିକ୍‌ ଫଳାଫଳରେ ପଶ୍ଚିମ ଓଡିଶାରେ ପାସ୍‌ ହାର ଅଧିକ

ସମ୍ବଲପୁର : ମାଟ୍ରିକ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ପଶ୍ଚିମ ଓଡିଶାରେ ଚଳିତ ବର୍ଷ ସମସ୍ତ ଜିଲ୍ଲାର ପାସ୍‌ ହାର ୯୫ ପ୍ରତିଶତରୁ ଅଧିକ ରହିଛି । ୯୭.୩୯ ପ୍ରତିଶତ ପାସ୍‌ ହାର ସହ ସୁନ୍ଦରଗଡ ଜିଲ୍ଲା ଏବର୍ଷ ପଶ୍ଚିମ ଓଡିଶାର ଶୀର୍ଷରେ ରହିଥିବା ବେଳେ ୯୫.୬୭% ସହ ନୂଆପଡା ଶେଷରେ
Read More...

ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡାର ନଅଟି ସହରରେ ଗଡିବ ମୋ’ ବସ୍‍

ଆବଶ୍ୟକତାକୁ ଦେଖି ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭୁବନେଶ୍ୱର : ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ' ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ
Read More...

୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ…

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ
Read More...

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ ଜଣେ ହତ୍ୟାକାରୀ ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲର୍କି ଗାଁର ମୁକେଶ ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡାଦେଶ
Read More...

ଆଜି ସାବିତ୍ରୀ ଅମାବାସ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍‌ ଉତ୍କଣ୍ଠା । ସଧବା ନାରୀଙ୍କ ମହଲରେ ଚଳଚଞ୍ଚଳ ଆଜି ଗାଁ ଠୁ ସହର । ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ତଥା ଆଜୀବନ ସଧବା ହେବା ପାଇଁ ଆଜି ସାଧ୍ୱୀମାନେ ପାଳୁଛନ୍ତି ସାବିତ୍ରୀ
Read More...