କରକଚିଆ ଛକରେ ସଡକ ଦୁର୍ଘଟଣା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କରକଚିଆ ରାସ୍ତାରେ ଏକ ପନିପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡିଥିବା ଖବର ମିଳିଛି । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।
Read More...
Read More...
Recover your password.
A password will be e-mailed to you.