Daily Archives

ମିନାକ୍ଷୀ ଧରଙ୍କ ଦ୍ଵିତୀୟ ପୂଣ୍ୟ ତିଥି ଶ୍ରାଦ୍ଧ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବିବିଧ ପ୍ରତିଭାର ଅଧିକାରିଣୀ ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସୁସଙ୍ଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ଦ୍ୱିତୀୟ ପୂଣ୍ୟ ତିଥି ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ
Read More...

ଟିଟିଲାଗଡରେ ଜିଓ ଗ୍ରାହକ ଅସନ୍ତୋଷ : ନେଟ ଶୀଘ୍ର ସରୁଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ଅଗ୍ରଣୀ ସେବା ଯୋଗାଉଥିବା କମ୍ପାନୀ ମଧ୍ୟରୁ ଜିଓ ଅନ୍ୟତମ । ଏହି କମ୍ପାନୀର ଟାୱାର ତଥା ନେଟୱର୍କ ସ୍ପିଡ ଥିବା ଯୋଗୁଁ ଲୋକେ ବହୁଳ ପରିମାଣରେ ଏହି କମ୍ପାନୀର ସିମ୍ କିଣିବା ସହ ବ୍ୟବହାର କରୁଛନ୍ତି । ଟିଟିଲାଗଡ ସହରରେ କିଛି ଦିନ ହେବ କେତେ ଡାଟା
Read More...

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି
Read More...

ସିରଜିନା ସମ୍ପାଦକ ରାଜ୍ୟରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସମ୍ପାଦକ ରାଜ୍ୟରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସିରଜିନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ପିତା ସ୍ୱର୍ଗତ ଶ୍ୟାମ ସୁନ୍ଦର ମହାନ୍ତି ମା' ବିନୋଦିନୀ ମହାନ୍ତିଙ୍କ ପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ଶିକ୍ଷକ କବି, ନାଟ୍ୟକାର,
Read More...

ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକଠାରେ ଗତକାଲି ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀଙ୍କର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୨୮ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ପାଇକମାଲ ବ୍ଲକ ଅଧିନରେ ଥିବା ୨୨ ଗୋଟି
Read More...

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସରକାରୀ ଯୋଜନା ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତାଲୁକ ଆଇନ ସେବା ସମିତି ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଗତକାଲି ପଦ୍ମପୁର ବଜାରପଡା ନିକଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଦିବ୍ୟାଙ୍ଗମାନେ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗମାନେ ସରକାରୀ ଯୋଜନାରେ
Read More...