Daily Archives

ଦେଓଗାଁ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଦିନ ଥିଲା ଦ୍ୱିତୀୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ରବୀନ୍ଦ୍ର ସାହୁଙ୍କ ଅଭୀନିତ ରାବଣ ଦରବାର ମଞ୍ଚସ୍ଥ ହୋଇଥିଲା । ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ
Read More...

ଚଳିତ ବର୍ଷ ମାଟ୍ରିକ୍‌ ଫଳାଫଳରେ ପଶ୍ଚିମ ଓଡିଶାରେ ପାସ୍‌ ହାର ଅଧିକ

ସମ୍ବଲପୁର : ମାଟ୍ରିକ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ପଶ୍ଚିମ ଓଡିଶାରେ ଚଳିତ ବର୍ଷ ସମସ୍ତ ଜିଲ୍ଲାର ପାସ୍‌ ହାର ୯୫ ପ୍ରତିଶତରୁ ଅଧିକ ରହିଛି । ୯୭.୩୯ ପ୍ରତିଶତ ପାସ୍‌ ହାର ସହ ସୁନ୍ଦରଗଡ ଜିଲ୍ଲା ଏବର୍ଷ ପଶ୍ଚିମ ଓଡିଶାର ଶୀର୍ଷରେ ରହିଥିବା ବେଳେ ୯୫.୬୭% ସହ ନୂଆପଡା ଶେଷରେ
Read More...

ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡାର ନଅଟି ସହରରେ ଗଡିବ ମୋ’ ବସ୍‍

ଆବଶ୍ୟକତାକୁ ଦେଖି ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭୁବନେଶ୍ୱର : ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ' ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ
Read More...

୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ…

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ
Read More...

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ ଜଣେ ହତ୍ୟାକାରୀ ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲର୍କି ଗାଁର ମୁକେଶ ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡାଦେଶ
Read More...

ଆଜି ସାବିତ୍ରୀ ଅମାବାସ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍‌ ଉତ୍କଣ୍ଠା । ସଧବା ନାରୀଙ୍କ ମହଲରେ ଚଳଚଞ୍ଚଳ ଆଜି ଗାଁ ଠୁ ସହର । ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ତଥା ଆଜୀବନ ସଧବା ହେବା ପାଇଁ ଆଜି ସାଧ୍ୱୀମାନେ ପାଳୁଛନ୍ତି ସାବିତ୍ରୀ
Read More...

ଭୁବନେଶ୍ୱର କିଟ୍ ୟୁନିଭରସିଟି ପକ୍ଷରୁ ଛତ୍ରପୁରରେ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାହାଯ୍ୟକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ୍ ଓ କିଟ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମର ୧୦ ବର୍ଷ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନୀ ଭର୍ଚୁଆଲ୍‌ ମିଟ୍

• ଛତ୍ରପୁର ରେଳ ଷ୍ଟେସନଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଆନୁଷ୍ଠାନିକ ଉଦ୍‌ଘାଟନୀ ଏବଂ ବିଭିନ୍ନ ରେଳବାଇ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସମାହିତ
Read More...

ମାଟ୍ରିକ ପରୀକ୍ଷାରେ ଅନୁଶ୍ରୀ ସାହୁ ଛତ୍ରପୁର ଟପ୍ପର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁ ମାଟ୍ରିକ (ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ) ପରୀକ୍ଷାରେ ସର୍ବମୋଟ ୫୫୩ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ଛାତ୍ରୀ ଅନୁଶ୍ରୀ
Read More...

ଇଏସଆଇର ଶ୍ରମିକ ବିରୋଧୀ ସର୍କୁଲାର ପ୍ରତ୍ୟାହାର ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଏପ୍ରିଲ ୨୮ ତାରିଖରେ ଇଏସଆଇ କର୍ପୋରେସନର ଉପଚିକିତ୍ସକ ଆୟୁକ୍ତ ଡ. ରେଶମା ଶର୍ମା ଏକ ସର୍କୁଲାର ଜାରି କରି ପ୍ରାୟ ୨୪ ଲକ୍ଷରୁ ଅଧିକ ଇଏସଆଇ ବୀମାଧାରୀ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ଇଏସଆଇ ପକ୍ଷରୁ ଆଗକୁ ସେକେଣ୍ଡାରୀ ଓ ସୁପର
Read More...