Daily Archives

ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଲାଲ୍‌ଟିକ୍ରା ପକ୍ଷରୁ ତାଲିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାଲ୍‌ଟିକ୍ରାଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ମଣିଷ ସମାଜ ଅନେକ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ଏହାକୁ କିଭଳି ଭାବରେ
Read More...

କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖର୍ଲିକାନୀ ଫଡି ଘର ପରିସରରେ ଜିଲ୍ଲା କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରାଯାଇଛି । ବଲାଙ୍ଗିର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ରଞ୍ଜିତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଷ୍ଟେଟ୍‌ ବ୍ୟାଙ୍କଠାରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଷ୍ଟେଟ୍‌ ବ୍ୟାଙ୍କଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ମଣିଷ ସମାଜ ଅନେକ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ଏହାକୁ କିଭଳି
Read More...

ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣା : ଫାର୍ମାସିଷ୍ଟ ନିଲମ୍ବିତ

କରଞ୍ଜିଆ : ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେଲ୍ଫି ନେଇଥିବା ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବନ କରିଛନ୍ତି । ନିଲମ୍ବିତ
Read More...

ଆଜି ଓଜେଇଇ ପରୀକ୍ଷା, ୩ଟି ସିଫ୍ଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) । ମେ' ୧୫ ପର୍ଯ୍ୟନ୍ତ ବିଭିନ୍ନ କୋର୍ସ ପାଇଁ ପରୀକ୍ଷା କରାଯିବ । କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ । ଓଡ଼ିଶାର ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା,
Read More...

ପଥର ଛେଚି ମହିଳାଙ୍କୁ ହତ୍ୟା ଘଟଣା : ଜଣେ ଅଟକ, ତଦନ୍ତ ଜାରି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି ପଚରାଉଚରା କରିବା
Read More...

ପ୍ରାଦେଶିକ ସେନା ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ
Read More...