Daily Archives

ହେଲମେଟ ଚେକିଂ ବେଳେ ଅଘଟଣ : ୨ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ଅଘଟଣ ଘଟିଛି । ଚେକିଂ ସମୟରେ ଭୟରେ ପୋଲିସ ଗୋଡ଼ ଉପରେ ଗାଡ଼ି ଚଢ଼ାଇଲା ଅମାନିଆ ଚାଳକ । ଫଳରେ ଜଣଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ୨ ଜଣ ଅମାନିଆ
Read More...

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ମା' ତାରାଦେବୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାରମ୍ପରିକ ବିଧି ଅନୁସାରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ବଡ଼ ଠାକୁରଣୀ ଅବା ଜ୍ୟୋଷ୍ଠା ମା'ବୁଢ଼ୀ ଠାକୁରାଣୀଙ୍କ
Read More...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ମାସିକ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟରେ ଡ. ପ୍ରମୋଦ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କୁଞ୍ଜ ବିହାରୀ ସରାଫ ଓ
Read More...

ହିଞ୍ଜିଳିକାଟୁରେ ୫ଟି ସଚିବ ଭି.କେ. ପାଣ୍ଡିଆନ

ହିଞ୍ଜିଳିକାଟୁ : ୫ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲିଠାରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି । ସେ ସେଠାରେ ଗତକାଲି ରାତିରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁରେ ସେ ନୃସିଂହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଆଜି ସକାଳେ ଶ୍ରୀ ପାଣ୍ଡିଆନ ଶ୍ୟାମଳେଇ ମନ୍ଦିରକୁ ଯାଇ
Read More...

ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ମୟୂରଭଞ୍ଜ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଯୋଗ ଦେଇଥିବା ବେଳେ ତାଙ୍କ ଅଭିଭାଷଣ ରଖିବା ସମୟରେ ବିଜୁଳି କଟିବା ଯୋଗୁଁ ପ୍ରାୟ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା । ବିଜୁଳି ଚାଲିଯିବା ଯୋଗୁଁ ହଲ୍‌ରେ ଉପସ୍ଥିତ କେହି ମଧ୍ୟ
Read More...

ଆସନ୍ତା ୧୩ରେ ଅନୁଷ୍ଠିତ ହେବ ବଲାଙ୍ଗିରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ସମସ୍ତ
Read More...

ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅଧୀନସ୍ଥ ଦାମୋଦରପୁର ଗ୍ରାମରେ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶନିବାର ଦିନ ସହ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାଗା ପଣ୍ଡା ଓ ଉମାକାନ୍ତ ତ୍ରିପାଠୀ ଯୋଗଦେଇ
Read More...

ପୌରାଧ୍ୟକ୍ଷାଙ୍କ ସହ ସାମ୍ବାଦିକ ସଂଘର ଆଲୋଚନା

‘ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସବୁ ସମୟରେ ସମାଜସେବା କ୍ଷେତ୍ରରେ ଆଗୁଆ । ବଲାଙ୍ଗିରରେ ସାମ୍ବାଦିକ ସଂଘ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଆସିଛି । ସମାଜକୁ ନିଆରା ବାର୍ତ୍ତା ଦେବାରେ ସଂଘ ସବୁବେଳେ
Read More...