Daily Archives

ଚାକିରିରୁ ଅବସର ନେବା ପରେ କୋସଲି କବି ଟିକେଲାଲ ଗଢିଲେ ‘ଆମର କୁଟୁମ’

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିକେଲାଲ ବେହେରା ଜଣେ ସରକାରୀ କର୍ମଚାରୀ । ନିଜ ଚାକିରିରୁ ଅବସର ନେବା ପରେ ତାଙ୍କର ବହୁତ ଦିନର ସ୍ୱପ୍ନ ପୂରଣ କରିବା ପାଇଁ ସମାଜର ବିଭିନ୍ନ ବର୍ଗର ପୁରୁଷ ମହିଳାଙ୍କୁ ଏକତ୍ରିତ କରି ଏକ ନୂତନ ପରିବାର ଗଢି ତୋଳିବା ପାଇଁ 'ଆମର କୁଟୁମ' ନାମରେ ଏକ
Read More...

ବାଲି ମାଫିଆଙ୍କ କବଜାରେ ନଦୀପଠା : ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୮ଟି ନଦନଦୀ ରହିଛି । ଏହି ନଦୀରୁ ବିପୁଳ ପରିମାଣର ବାଲି ଉଠୁଛି । ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲିଘାଟ ଗୁଡିକ ଲିଜରେ ଦିଆଯାଇଛି । କିନ୍ତୁ ଲିଜଧାରୀମାନେ ଯେତେ ପରିମାଣରେ ରାଜସ୍ୱ ଦେଉଛନ୍ତି ତା’ଠୁ ଢେରଗୁଣ ବାଲି ଉଠାଇ
Read More...

ସିଙ୍ଗବାହାଲିପଡ଼ାକୁ ରାଜସ୍ୱ ଗ୍ରାମ କରାଯିବାକୁ ବିରୋଧ : ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶିଶକେଲା ଗ୍ରାମବାସୀଙ୍କ ପକ୍ଷରୁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଳା ପଂଚାୟତର ସିଙ୍ଗବାହାଲିପଡାକୁ ରାଜସ୍ୱ ଗ୍ରାମ କରାଯିବାକୁ ଶିଶକେଲା ଗାଁ ଲୋକେ ବିରୋଧ କରି ସଇଁତଲା ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଶିଶକେଲା ଗାଁର ପ୍ରଜାଙ୍କ ଜମି, ଉଠା
Read More...

ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପଂଚାୟତ ମୁଣ୍ଡାପାଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହା ଆକ୍ରମଣରେ ପରିବାରର ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
Read More...

ଶାମୁକା ଚାଷ କରି ରୋଜଗାର କ୍ଷମ ହୋଇପାରିଛନ୍ତି ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୃଢ଼ ମନୋବଳ ଆଗରେ ଦିବ୍ୟାଙ୍ଗ ଶାମୁକା ଚାଷ କରି ମୋତି ଉତ୍ପାଦନ କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଲଛମନ ନିଜର ଦୁଇଟି ଗୋଡ଼ ହରାଇଥିଲେ ।
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ମହେଶ୍ୱର ଶତପଥିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ
Read More...

ଅଶୁର୍ଲା ଗାଁରେ ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗାଁରେ ଦୀର୍ଘ ୧୩ ଦିନ ଧରି ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଏହି ନୃସିଂହ ପାରାୟଣରେ କର୍ତ୍ତା ଭାବେ ହରିଶଙ୍କର ସଗରିଆ ଓ ତାଙ୍କ ସହ ଧର୍ମିଣୀ କୈକେୟୀ ସଗରିଆ
Read More...

ଜାରିଂରେ ଜନ ସଚେତନତା କାର୍ଯ୍ୟକ୍ରମ

ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ ବରଗଡ, (ନିରୋଜ କୁମାର ପାଣୀ) : ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ । କାହିଁକି ନା ସେମାନଙ୍କର ମଧ୍ୟ ମଣିଷ ପରି ଜୀବନ ଅଛି । ସୁଖ ସୁବିଧାରେ ବଞ୍ଚିବାର ଅଧିକାର ରହିଛି । ତାଙ୍କର ଏହି ଅଧିକାର କ୍ଷୁର୍ଣ୍ଣ କରିବା ଆଇନ ଅନୁଯାୟୀ
Read More...

ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ମିଳିଛି ବେଶ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ବେଶ ସଫଳତା ମିଳିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମତବ୍ୟକ୍ତ କରିଛନ୍ତି । ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ
Read More...

ମାନସିକ ପୂରଣ ପାଇଁ ନୃସିଂହନାଥ ଆସିଲେ ୧୧୨ ବର୍ଷର ବୃଦ୍ଧ ଦଶରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଦେଖିବାକୁ ମିଳେ ଅନେକ ଅଲୌକିକ ଘଟଣା । ପ୍ରତ୍ୟକ୍ଷ ଦେବତା ମାର୍ଜରକେଶରୀଙ୍କ କୃପାରୁ ଏଠାରେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଦୂର ଦୂରାନ୍ତରରୁ ଆସିଥାନ୍ତି ଭକ୍ତଗଣ । ନୃସିଂହନାଥ ପୀଠର
Read More...