Monthly Archives

April 2023

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ୧୪ ନମ୍ୱର ୱାର୍ଡର ଜାମ୍‌ ଥିବା ନାଳ ହେଲା ସଫା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହେଉଛି ମୌଳିକ ସୁବିଧା ତା'ସାଙ୍ଗକୁ ସହରର ବିକାଶ କାର୍ଯ୍ୟ ଅନ୍ୟତମ । ସହରକୁ ସଫା ସୁତୁରା ରଖିବା ପୌରପରିଷଦର ଦାୟିତ୍ଵ । ଗତକାଲି ଆମେ ୱାର୍ଡ ନମ୍ବର ୧୪ରେ
Read More...

ତୁଷୁରା ଏନ୍‌ଏସିର କାଉନସିଲର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସିର ସଭାଗୃହରେ ଶନିବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସହରକୁ ସୁନ୍ଦର କରିବା ସହ
Read More...

ଆହୁରି ସୁଦୃଢ଼ ହେଉଛି ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେଉଛି । ଲୋକଙ୍କୁ ଉନ୍ନତ ଯାତାୟତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ‘ବିଜୁ ସେତୁ’ ଯୋଜନାର ସମୟସୀମା ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ଅତିରିକ୍ତ
Read More...

କେନ୍ଦୁଭଟାରେ ଆନ୍ତର୍ଜାତୀୟ ମିଲେଟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପାଳନ ଅବସରରେ ଓଡିଶା ମିଲେଟ ମିଶନ ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ପଂଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ମିଲେଟ ସମାରୋହ ପାଳନ କରାଯାଇଛି । ଏହି ଅବସରରେ ଗାଇସିଲେଟ
Read More...

ଖରସେଲପଡାରେ ବାହାଘର ଭୋଜି ପରଷୁଥିବା ସମୟରେ କରେଣ୍ଟ ଲାଗି ଜଣେ ମୃତ

ବଲାଙ୍ଗିର, (କେପିଏନଏସ) : ବାହାଘର ଭୋଜି ପରଷୁଥିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ଜଣେ ମୃତ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ଖରସେଲପଡାରେ | ରାତିରେ କ୍ଷମା ସାହୁଙ୍କ ଝିଅ ଙ୍କ ବାହାଘର ଥିଲା | ଅନ୍ୟ ବନ୍ଧୁବାନ୍ଧବ ଙ୍କ ସହିତ ନିଜ ସମ୍ପର୍କୀୟ ଘରକୁ ବାହାଭୋଜୀ ଖାଇବା
Read More...

ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମହିପାଳଠାରେ ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ମହିପାଳ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଯୁବକ ଜଣଙ୍କ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ଶେଷ ପ୍ରସ୍ତୁତି ବୈଠକ, ଦିନକ ପରେ ଆରମ୍ଭ ହେବ ମେଳା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କରଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ପାଇଁ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି । ଅନ୍ୟ ବର୍ଷ ବୈଶାଖ ମେଳା ତଥା ହରିଶଙ୍କର
Read More...

ଭବାନୀପାଟଣାଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

କଳାହାଣ୍ଡି, (ପିକେ ସାହୁ) : ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ତରଫରୁ ଭବାନୀପାଟଣାଠାରେ ଆଜି ସକାଳ ୮.୦୦ ଘ ସମୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ମାନଭଞ୍ଜନ ପ୍ରଧାନ, ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ନାଳ ଜାମ୍‌ ହେବା ଯୋଗୁଁ ରାସ୍ତାରେ ଗଡୁଛି ଅସନା ପାଣି : ସାଧାରଣରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ଦ୍ୱାରା ସହରର ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ସେ ଭିତରେ ସହରର ସୌନ୍ଦର୍ଯ୍ୟକରଣ, ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ ଅନ୍ୟତମ । ଟିଟିଲାଗଡ ସହର ଅନ୍ତର୍ଗତ ୱାର୍ଡ ନମ୍ବର ୧୪ର ଗୋଶାଳା ଯିବା ରାସ୍ତାରେ
Read More...