Monthly Archives

April 2023

ଆଇନ ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲ୍‌ଧରଙ୍କ କରକମଳରେ ଆଇନ ସେବା ଭବନ, କଟକରୁ ଓଡିଶାର ୧୫ ଜିଲ୍ଲାରେ ଆଇନ ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏହା
Read More...

ଗଞ୍ଜାମ ଜିଲ୍ଲାରେ ୟୁନାଇଟେଡ଼ ନେସନ୍ସ ସୌଜନ୍ୟରେ ସୋଲାର ପାଇଲଟ ପ୍ରକଳ୍ପ ଉଦ୍‌ଘାଟିତ

ସୋଲାର ପାଇଲଟ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାରେ କୃଷିଭିତ୍ତିକ କାର୍ଯ୍ୟରେ କ୍ଲିନ୍-ଏନାର୍ଜି ଭାବେ ଉପଯୋଗି ହେବ : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁରେ ସୌରଚାଳିତ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି
Read More...

ଶ୍ରୀମଦ୍ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନ‍ନ୍ଦ ବାହିନୀ ତରଫରୁ ଶ୍ରୀ ଶ୍ରୀ ବଟେଶ୍ୱର ବାବା ଶିବ ମନ୍ଦିର ପ୍ରଙ୍ଗଣରେ ମହାସମାରୋହରେ 'ଶଙ୍କର ଜନ୍ମ ଜୟନୀ' ପାଳିତ ହୋଇଯାଇଛି । ଏହି ସମାରୋହରେ ଆଦି ଶଙ୍କରଙ୍କ ଜୀବନୀ ଉପରେ ବିସ୍ତୁତ ଭାବରେ ପ୍ରବଚନ
Read More...

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସଦ୍‌ବିନିଯୋଗ ଦ୍ୱାରା ସମ୍ଭବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଯୁବଶକ୍ତିର ସଦ୍‌ବିନିଯୋଗ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ । ତେଣୁ ସମଗ୍ର ଭାରତ ବର୍ଷରେ ୧୫ରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବ ଗୋଷ୍ଠୀର ଶିକ୍ଷା, ରୋଜଗାର ଓ ସାମାଜିକ ସ୍ଥିତି ସମ୍ବନ୍ଧରେ ଏକ ସର୍ଭେ କାର୍ଯ୍ୟ ଚାଲିଛି
Read More...

ପିସିସି ସାଧାରଣ ସମ୍ପାଦକ ହେଲେ ଜ୍ଞାନରଞ୍ଜନ ପଟ୍ଟନାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବନେତା ଓ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ଉଦୟପୁର ଗ୍ରାମର ଜ୍ଞାନରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦାୟିତ୍ୱ ସହ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ
Read More...

ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦ୍‌ନୁସାରେ ମଇ ମାସ ୦୧ ତାରିଖ ସକାଳ ଘ. ୮.୩୦ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ
Read More...

ଟିଟିଲାଗଡ ମୁଡ଼ାବନ୍ଧ ସଫା କରାଇଲେ ପୌରାଧ୍ୟକ୍ଷା : ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ କଲେ ଆହ୍ୱାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଠାରେ ଥିବା ମୁଡାବନ୍ଧର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଲୋକଙ୍କ ଅଭିଯୋଗ ପାଇ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ୱାର୍ଡ ମେମ୍ବର ମନୋଜ ଜୈନ ଏବଂ ପୌର ପରିଷଦ
Read More...

ପରିବେଶ ମଞ୍ଜୁରୀ ଅବଧି ସରିଯାଇଥିବା ସତ୍ତ୍ୱେ ଆଇଆରଇଏଲ୍ କମ୍ପାନୀର ବେଆଇନ ଖଣିଜ ସମ୍ପଦ ଉତ୍ତୋଳନକୁ ଦୃଢ଼ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) କମ୍ପାନୀର ପରିବେଶ ମଞ୍ଜୁରୀ ନ ଥାଇ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିବା ଏକ ଅସାମ୍ବିଧାନିକ ପ୍ରଥା ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଡାକ ବଙ୍ଗଳାଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଛତିଶଗଡରେ ନକ୍ସଲ ହମଲା

ରାୟପୁର : ଛତିଶଗଡ଼ର ବସ୍ତରରେ ବୁଧବାର ବଡ଼ ଧରଣ ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦନ୍ତେୱାଡା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଗାଡ଼ି ଚାଳକ ସହ ୧୧ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ନିକଟରେ ଯବାନଙ୍କୁ ନେଇ ଯାଉଥିବା
Read More...