Daily Archives

ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସ୍ଥାନୀୟ ହରି ଭବନଠାରେ ଶୁକ୍ରବାର ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା ଅଜୟ ଦାସଙ୍କ ଉଦ୍ୟମ ଓ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ଚକ୍ଷୁ ବିଶେଷଜ୍ଞ ଡା. ଅନିଲ ଗୁପ୍ତା
Read More...

ସଡକ ଦୁର୍ଘଟଣାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କେନ୍ଦୁଭଟା ଗାଁଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଭଟା ଗ୍ରାମର ମୂଖୀ ପାତ୍ର(୫୦) ତାଙ୍କ ଭଣଜା ସାଙ୍ଗରେ ଏକ ବାଇକ୍‌ରେ ନିକଟସ୍ଥ ଗାଁ
Read More...

ଆଉ ନାହାନ୍ତି ହିନ୍ଦୀ ପ୍ରାଧ୍ୟାପକ ସଞ୍ଜୟ କୁମାର ସିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ନାହାନ୍ତି ରାଜେନ୍ଦ୍ର କଲେଜର ହିନ୍ଦୀ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ସଞ୍ଜୟ କୁମାର ସିଂ । ତାଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଏହି ଖବର ଶୁଣି ବଲାଙ୍ଗିର ଜିଲ୍ଲା ତଥା ଛାତ୍ର ମହଲରେ ଶୋକର ଛାୟା ଖେଳି ଯାଇଛି ।
Read More...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଆଜି ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ମହିଳା ଜଣକ ମରଣ୍ଡା ଗ୍ରାମର ବୋଲି ଜଣାପଡିଛି । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
Read More...

ଟ୍ରକ ଦୁର୍ଘଟଣାରେ ୫ ଗୁରୁତର

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଳପୁର ଛକ ନିକଟରେ କୁକୁଡ଼ା ନେବାକୁ ଆସିଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି । ଟ୍ରକରେ ମୋଟ ୬ ଜଣ ଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ, କୁକୁଡ଼ା ନେବା ପାଇଁ
Read More...

ଛତ୍ରପୁର ପଣ୍ଡିତ ନୀଳକଣ୍ଠ କଲେଜରେ ସ୍ୱାଭିମାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଉତ୍କଳ ଗୌରବ ତଥା ଓଡ଼ିଆ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ଦିବସ ତଥା ତାଙ୍କର ଜନ୍ମ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ଧକ୍କାରେ ୩ ମୃତ

ଅନୁଗୋଳ : ତାଳଚେର ଗୋବରା ଗାଁରେ କାର ଧକ୍କାରେ ୩ ଜଣଙ୍କର ମୁତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା ଏବଂ ୨ ଶିଶୁ ଅଛନ୍ତି । ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିବା କୁହାଯାଇଛି । ଜେଜେମା ପ୍ରମିଳା ପ୍ରଧାନ ତାଙ୍କ ୨ ନାତିଙ୍କୁ ଘର ଆଗରେ ଖେଳାଉ ଥିଲେ ।
Read More...

ଇଚର୍ ଟ୍ରକ୍ ଧକ୍କାରେ ୨ ମୃତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଇନ୍ଦମାଲ ଲାଠୋର ଯିବା ରାସ୍ତା ଲାଥବୁଢା ପୋଲ ପାଖାପାଖି ଏକ ଇଚର୍ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଅଶୋକ
Read More...

ଛତ୍ରପୁର ଓକିଲ ସଂଘ ଭବନରେ ମଧୁବାବୁ ସ୍ମାରକୀ ୨୬ତମ ଆଇନଜୀବୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇନଜୀବୀଙ୍କ ତରଫରୁ ବାର ଆସୋସିଏସନ ସଭାଗୃହରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁବାବୁଙ୍କ ଜନ୍ମ ଦିବସକୁ ଓଡ଼ିଶାର ସର୍ବତ୍ର ୨୬ତମ ଆଇନଜୀବୀ ଦିବସ ଭାବେ ପାଳନ କରାଯାଇଛି । ମଧୁବାବୁଙ୍କ
Read More...