Daily Archives

ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦ୍‌ନୁସାରେ ମଇ ମାସ ୦୧ ତାରିଖ ସକାଳ ଘ. ୮.୩୦ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ
Read More...

ଟିଟିଲାଗଡ ମୁଡ଼ାବନ୍ଧ ସଫା କରାଇଲେ ପୌରାଧ୍ୟକ୍ଷା : ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ କଲେ ଆହ୍ୱାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଠାରେ ଥିବା ମୁଡାବନ୍ଧର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଲୋକଙ୍କ ଅଭିଯୋଗ ପାଇ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ୱାର୍ଡ ମେମ୍ବର ମନୋଜ ଜୈନ ଏବଂ ପୌର ପରିଷଦ
Read More...

ପରିବେଶ ମଞ୍ଜୁରୀ ଅବଧି ସରିଯାଇଥିବା ସତ୍ତ୍ୱେ ଆଇଆରଇଏଲ୍ କମ୍ପାନୀର ବେଆଇନ ଖଣିଜ ସମ୍ପଦ ଉତ୍ତୋଳନକୁ ଦୃଢ଼ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) କମ୍ପାନୀର ପରିବେଶ ମଞ୍ଜୁରୀ ନ ଥାଇ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିବା ଏକ ଅସାମ୍ବିଧାନିକ ପ୍ରଥା ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ସ୍ଥିତ ଜଙ୍ଗଲ ବିଭାଗ ଡାକ ବଙ୍ଗଳାଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଛତିଶଗଡରେ ନକ୍ସଲ ହମଲା

ରାୟପୁର : ଛତିଶଗଡ଼ର ବସ୍ତରରେ ବୁଧବାର ବଡ଼ ଧରଣ ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦନ୍ତେୱାଡା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଗାଡ଼ି ଚାଳକ ସହ ୧୧ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ନିକଟରେ ଯବାନଙ୍କୁ ନେଇ ଯାଉଥିବା
Read More...

ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜେଲ ଫେରନ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପ୍ରଦେଶ ସଂଗଠନ ପକ୍ଷରୁ ଫେବୃଆରୀ ୨୮ ତାରିଖ ଓଡ଼ିଶା ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ କରି ଯୁବମୋର୍ଚ୍ଚା ପ୍ରଦେଶ ସଭାପତି ଇରାସିସ
Read More...

ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ନେଇ ଖବର ମିଳିଛି । ଶ୍ରୀ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବଲାଙ୍ଗିରରେ କଂଗ୍ରେସ ପ୍ରେମୀଙ୍କ ମହଲରେ ଖୁସିର ଲହରୀ
Read More...

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସାମାରୋହର ସଭାମଞ୍ଚରେ ମନ୍ତ୍ରୀ ଉଷା ଦେବୀ,
Read More...

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ୧ମ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨-୨୩ ବର୍ଷରେ ଚାଷୀଙ୍କୁ ସମୁଦାୟ ₹୮୫୬.୯୯ କୋଟିର ସୁଧ ରିହାତି ମିଳିଛି । ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ୧ମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡ଼ିଶା ୧ମ ରାଜ୍ୟ । ସୁଧ ରିହାତି ଯୋଗୁଁ ଚାଷୀମାନଙ୍କୁ ଟଙ୍କାଟିଏ ବି ସୁଧ
Read More...

ଦୁଇ ହାତ ଫେରିପାଇଲେ ନର୍ସ

କଟକ : ଦୁଇ ହାତ ଫେରିପାଇଲେ ନର୍ସ । ସୂଚନା ଅନୁସାରେ ଏକ ସଡକ ଦୁର୍ଘଟଣାରେ ବୁର୍ଲା ମେଡିକାଲ କଲେଜର ନର୍ସିଂ ଅଫିସର ବିଷ୍ଣୁପ୍ରିୟା ସାମଲ(୨୫)ଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଥିଲା । ବାମ ହାତ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାହାଣ ହାତ ୬୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା ।
Read More...