Daily Archives

ଜାତୀୟ ରାଜପଥରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା : ୧ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ମ, ରାମପୁର ଥାନା ଯୋରାଡୁବୁରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ
Read More...

ବଜ୍ରାଘାତ ନାବାଳକ ମୃତ, ୨ ଆହତ

ନୟାଗଡ : ନୟାଗଡ ଜିଲ୍ଲା ଫତେଗଡ ଥାନା ଭାଲୁଖିଆ ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନରେଶ ନାୟକଙ୍କ ୧୦ ବର୍ଷର ପୁଅ ସର୍ବେଶ୍ଵର ନାୟକ । ସେ ଗଛ ତଳେ ଛିଡା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଆହତ ୨ ଜଣ ୮
Read More...

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏପ୍ରିଲ ୨୫ ତାରିଖରେ ବିଶ୍ଵ ମ୍ୟାଲେରିଆ ଦିବସ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ପରିସର ମଧ୍ୟରେ ପାଳନ କରାଯାଇଛି । ମ୍ୟାଲେରିଆ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି
Read More...

ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାମାଜିକ ସୁରକ୍ଷା ପାଇଁ ଅସହାୟ, ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ସାହାଯ୍ୟ କରିବା ସକାଶେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେତୁ ହେଉ ବା ଅଫିସରମାନଙ୍କ ଆନ୍ତରିକତା
Read More...

ବମକ ପଞ୍ଚାୟତର ପୂର୍ବତନ ତଥା ପ୍ରଥମ ସରପଞ୍ଚ କିଆ ସାହୁଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ବମକ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଆ ସାହୁ (୭୨)ଙ୍କ ଗତକାଲି ରାତି ୮ ଘଣ୍ଟା ୩୩ ମିନିଟ ସମୟରେ ପରଲୋକ ହୋଇଯାଇଛି । ସେ ଉକ୍ତ ପଞ୍ଚାୟତରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ଵ
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭତାସର ଗାଁରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଶାୟୀ ପ୍ରାର୍ଥିନୀ ପ୍ରିୟା ସାହୁ, ଗୀତାଞ୍ଜଳି ନାଏକ, ସସ୍ମିତା ବାଗ, ସାରଥୀ ରଣା ପ୍ରମୁଖ ବଲାଙ୍ଗିର ଜିଲ୍ଲାପାଳ ଏବଂ
Read More...

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଛେଣ୍ଡିପଦା ଥାନା ବାଲିପଟ୍ଟା ଗାଁ ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ଠାକୁରଗଡ ଥାନା ଇଲାକା କୃତିବାସପୁର ଅଞ୍ଚଳର ଅମର ସାହୁ ବୋଲି ଜଣାପଡିଛି । ଗତ ଦୁଇ ଦିନ ହେଲା ଅମର ସାହୁ ଛେଣ୍ଡିପଦା ଆସି ନିଖୋଜ ଥିଲେ । ଆଜି ମୃତଦେହ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଲେନିନ୍‌ଙ୍କ ସ୍ମୃତିଚାରଣ ଓ ବୈଶାଖୀ କାବ୍ୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ୍‌ ରାକେଟ ସକ୍ରିୟ : ମାଷ୍ଟର ମାଇଣ୍ଡ ଗିରଫ୍‌

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବଲାଙ୍ଗିରରେ ଜାଲ ସାର୍ଟିଫିକେଟ୍‌ କାରବାର ସାମ୍ନାକୁ ଆସିବା ପରେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଥିବା ବେଳେ ଏବେ ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ ରାକେଟ୍‌ ସକ୍ରିୟ ଥିବା ଜଣାପଡିଛି । ଜାଲ୍‌ ସାର୍ଟିଫିକେଟ୍‌ର ଚେର ଗଞ୍ଜାମ ଜିଲ୍ଲାରୁ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛ ଓ ସବୁଜ ପରିବେଶର ଆବଶ୍ୟକତା ରହିଛି । ଯାହା କ୍ଲିନ୍ ଆଣ୍ଡ ଗ୍ରୀନ୍ କାର୍ଯକ୍ରମରେ ପ୍ରତିଫଳିତ ହେଉଛି ବୋଲି ଅତିଥିମାନେ ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକୋତ୍ସବରେ ମତପ୍ରକାଶ କରିଥିଲେ । ଆଦର୍ଶ ସାହିତ୍ୟ
Read More...