Daily Archives

‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ର

ଜୀବନ ସମ୍ଭାବନାମୟ, ତାକୁ ଖୋଜିବାକୁ ପଡିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପଳାୟନପନ୍ଥୀ ଓ କାପୁରୁଷ ହେଲେ ଆତ୍ମହତ୍ୟା କରିଥାଏ । ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ । ଜୀବନକୁ ଜିଇଁବାକୁ ହେଲେ ସାହସୀ ଓ ସଂଘର୍ଷର ଆବଶ୍ୟକତା ରହିଛି । ଈଶ୍ୱର ସମସ୍ତଙ୍କୁ ସମାଜରେ କିଛି କରିବାକୁ
Read More...

ଛତ୍ରପୁର ବିଧାୟକଙ୍କ ଦ୍ଵାରା ‘ମିଶନ୍ ସୁରଭି’ ଷ୍ଟଲର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ନିକଟରେ ସୌନ୍ଦର୍ଯ୍ୟକରଣ ହେବାକୁ ଯାଉଛି । ସେଠାରେ ଛତ୍ରପୁର ପଞ୍ଚାୟତ ସମିତିର ସୌଜନ୍ୟରେ ମିଶନ ଶକ୍ତି ମାଆମାନଙ୍କୁ ଅଧିକ ସକ୍ରିୟଶାଳୀ କରାଯିବା ନେଇ ଗୋଟିଏ ଗୋଟିଏ ଦୋକାନ କେବିନ ଖୋଲିବାର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ମହକୁମା ଛତ୍ରପୁର କଲେକ୍‌ଟ୍ରେଟ୍ ଠାରେ ପ୍ରାୟ ୧୩ ଶହ ଅମଲା ସଂଘର କିରାଣୀ କର୍ମଚାରୀ ଏକତ୍ରିତ ହୋଇ ନିଜର ଦାବୀ ଉପସ୍ଥାପନା କରିଥିଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ୩୦ଟି ଜିଲ୍ଲାର ସଦରମହକୁମାରେ ଶୁକ୍ରବାର ଜିଲ୍ଲାପାଳମାନଙ୍କୁ ସମସ୍ତ ଜିଲ୍ଲାର
Read More...

ହାତୀଓଟ ଗ୍ରାମ ଜରାଶ୍ରମ ପଞ୍ଚମୂଖୀ ହନୁମାନ ମନ୍ଦିରରେ ଅନୁଷ୍ଠିତ ପାରାୟଣରେ ଶ୍ରମମନ୍ତ୍ରୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମ ଜରାଶ୍ରମ ପଞ୍ଚମୂଖୀ ହନୁମାନ ମନ୍ଦିର ପରିସରରେ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନବଦିନ ବ୍ୟାପି ରାମ ଚରିତ୍ର ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସଳଙ୍ଗାବାହାଲଠାରେ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଲୁପ୍ତପ୍ରାୟ ଲୋକକଳାକୁ ଜନମାନସରେ ଉଦ୍‌ଜୀବିତ ରଖିବା ପାଇଁ ଶ୍ରୀ ଶ୍ରୀ ଲକ୍ଷ୍ମୀ ଈଶ୍ଵର ସାଂସ୍କୃତିକ କଳା ସଙ୍ଘ ସଲଙ୍ଗାବାହାଲ, ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼, ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ବଣାଇ ଓ ଢୋଲ
Read More...

ଚାଷୀମାନଙ୍କ ବିଜୁଳି ବିଲ୍‌ ଛାଡ ପାଇଁ ଜୟ କିଶାନ ଚାଷୀ ସଂଗଠନ ଟାଟା ପାୱାରର କାର୍ଯ୍ୟକଳାପକୁ ବିରୋଧ କରି ତହସିଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟାଟା ପାୱାରର ମନମୂଖୀ କାର୍ଯ୍ୟକଳାପ ବିରୋଧରେ ପାଇକମାଲ ଜୟ କିଶାନ ଚାଷୀ ସଂଗଠନ ତରଫରୁ ଶୁକ୍ରବାର ପାଇକମାଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟା ଘେରାଉ କରି ବସିଥିଲେ । ଏଥିରେ ଚାଷୀ ସଂଗଠନର ସଭାପତି ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରେଲୱେ ଷ୍ଟେସନ ରୋଡରେ ଥିବା ଉଦୟ ନଗରର ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ନିଖୋଜ ସୁରଜଙ୍କ ବାପା ରାଜେନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଲବାର ରାତି ୯ ଘଣ୍ଟା ସମୟରେ
Read More...

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁନଗର ୱେଲଫେୟାର ଆସୋସିଏସନ ଛେଣ୍ଡର ଏକ ପ୍ରତିନିଧି ଦଳ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ବ୍ୟବସ୍ଥିତ
Read More...

ଡୁମାଲପଡାଠାରେ ଟ୍ରେନ୍‌ରୁ ଖସି ପଡିଲେ ଯୁବକ : ଚାଲିଗଲା ଜୀବନ

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁମାଲପଡା ରେଲୱେ ଲାଇନ ନିକଟରେ ଥିବା ଏକ ପୋଲ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଯୁବକ ଜଣକ ବିଳମ୍ୱିତ ରାତିରେ (ଧନବାତଏଲପି) ଟ୍ରେନ୍‌ରେ
Read More...

ପୁଞ୍ଚରେ ସହିଦ୍ ହୋଇଥିବା ଦେବାଶିଷ ବିଶ୍ୱାଳଙ୍କ ପରିବାର ପାଇଁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

ଭୁବନେଶ୍ୱର : ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ
Read More...