Daily Archives

ଇନର ହୁଇଲ କ୍ଲବ ଅଫ୍‌ ରାଉରକେଲା ରିଭରସାଇଡ ଦ୍ୱାରା ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାରେ ପଣା ସଂକ୍ରାନ୍ତି ଅବସରରେ ଜଳଦାନର ମହତ୍ୱକୁ ଦୃଷ୍ଟିରେ ରଖି ଇନର ହୁଇଲ କ୍ଲବ ରାଉରକେଲା ରିଭର୍‌ସାଇଡ ତରଫରୁ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ପଣା ବଣ୍ଟନ କରାଯାଇଥିଲା । ଲେମ୍ବୁ ଓ କମଳା ସ୍କ୍ୱାଶ, ମିଠା ଦହି ଓ ମସଲା ଦହି ଆଦି ନାନା
Read More...

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଃସାହସିକ ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଭାରତର ମଥା ସଦୃଶ କାଶ୍ମୀର ଲଦାଖରେ ସୈନ୍ୟ ଅବତରଣ କରାଇ ନଥିଲେ କାଶ୍ମୀର ଆଜି ପାକିସ୍ଥାନ ବା ଚୀନର ଅଂଶବିଶେଷ ହୋଇ ରହିଯାଇଥାନ୍ତା ବୋଲି କହି ତାଙ୍କ ୨୬ତମ ଶ୍ରାଦ୍ଧ ଦିବସରେ
Read More...

ଟିକିଏ ବର୍ଷା ଯୋଗୁଁ ଟିଟିଲାଗଡ ସହରବାସୀ ଖରାରୁ ପାଇଲେ ଆଶ୍ୱସ୍ତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସହର ବି ବାଦ୍‌ ନପଡି ୪୩ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିସାରିଥିଲା । ହଠାତ୍‌ ଶୁକ୍ରବାର ରାତି ୩ଟାରୁ ଅତି ଜୋର୍‌ରେ ପବନ ବୋହିବା ସହ ଘଡଘଡି ମାରି ସାମାନ୍ୟତମ ବର୍ଷା
Read More...

‘ଜୟ ଓଡ଼ିଶା’ ସଂଘ ଦ୍ଵାରା ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଘ 'ଜୟ ଓଡ଼ିଶା' ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି । ଏହା ଆଜି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମୋ'
Read More...

ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ ଠାରେ ଶୁକ୍ରବାର ସକାଳ ୮.୦୦ଟା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମନ୍ୱୟରେ ଏକ ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତନଗରୀର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ଉପସଭାପତି ଡ. ସନାତନ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ
Read More...

ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ
Read More...

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ/ସାକ୍ଷୀଗୋପାଳ/ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନିଜର ଟ୍ୱିଟରରେ ସେ ଲେଖିଛନ୍ତି, ଜମ୍ମୁ କାଶ୍ମୀରର ପୁଞ୍ଛରେ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ପ୍ରତୀକାତ୍ମକ (ଗ୍ରୁପ – ୨୦)ର ସମ୍ମିଳନୀ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରାଜନୀତି ବିଜ୍ଞାନ ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ବୈଦେଶିକ ନୀତି
Read More...

ବିଦ୍ୟୁତ୍ ଆଘାତରେ ୨ ନାବାଳକଙ୍କ ମୃତ୍ୟୁ

ମାଲକାନଗିରି : ଚଢ଼େଇ ଧରିବାକୁ ଯାଇ ବିଦ୍ୟୁତ୍ ଆଘାତରେ ୨ ନାବାଳକ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମରେ । ସୂଚନା ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମର ୨ ନାବାଳକ ସାଙ୍ଗ
Read More...