Daily Archives

କୃଷକ ଉତ୍ପାଦକ କମ୍ପାନୀର ପରିଦର୍ଶନ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ଭାରତ ସରକାର ଓ ନାବାର୍ଡ ସହାୟତାରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କୃଷକ ଉତ୍ପାଦକ କମ୍ପାନୀ ପ୍ରୋତ୍ସାହନ ଓ ପରିଚାଳନା ଯୋଜନାରେ କଳାହାଣ୍ଡି, ବରଗଡ, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାର ୨୧ ଗୋଟି ଏଫ୍‌ପିଓର ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀଙ୍କ ଏକ ତାଲିମ ଓ
Read More...

ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା

ବାସୁଦେବପୁର ଜନକଲ୍ୟାଣ ପରିଷଦ, ରାଉରକେଲାର ବାର୍ଷିକ ଉତ୍ସବ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି
Read More...

ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଯୁବକଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଜଣେ ଯୁବକ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯୁବକ ଜଣକ ହେଉଛନ୍ତି ଲୋଇସିଂହା ବ୍ଲକ ଅଧୀନସ୍ଥ ଡୁଙ୍ଗୁରିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଣୀକଟା ଗ୍ରାମ ନିବାସୀ
Read More...

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା । ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ
Read More...

ବିବାହ ପ୍ରତିଶୃତି ଦେଇ ଓଏଭି ଶିକ୍ଷକ ପ୍ରେମ ପ୍ରତାରଣା କରିଥିବା ନେଇ ଲାଠୋର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶୃତି ଦେଇ ପ୍ରେମ ପ୍ରତାରଣା କରିଥିବା ନେଇ ମହିମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଗଜମଣୀ ବାଗଙ୍କ ନାମରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ବ୍ଲକର ମାଲପଡା ନିବାସୀ ତଥା ପୁଇଁତଳା ବ୍ଲକର ମହିମୁଣ୍ଡା ଆଦର୍ଶ
Read More...

ଏପ୍ରିଲ ୨୧ରୁ ଖରା ଛୁଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ
Read More...

ଚୈତ୍ର ପୂର୍ଣ୍ଣିମା ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଏପ୍ରିଲ ୬ ତାରିଖରେ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳନ କରାଯିବା ପାଇଁ
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ରେ ବଲାଙ୍ଗିର ଜିଲ୍ଲାର ସଫଳତା

ରେଡକ୍ରସ୍‌ ମେଳା ପାଇଁ ଜାତୀୟ ସ୍ତରରେ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନିଳାଚଳ ପୋଲିଟେକ୍‌ନିକ ଠାରେ ୫ ଦିନବ୍ୟାପି ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିକ୍ଷା ଓ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଟି ଜିଲ୍ଲାର ବିଭିନ୍ନ
Read More...

ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ କଲେ ଉନ୍ନୟନ କମିଶନର : ବିଭିନ୍ନ କାର୍ଯ୍ୟଗୁଡିକର କଲେ ତଦାରଖ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ତଦାରଖ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ବ୍ଲକର ଦେଢ଼ଗାଁ ପଞ୍ଚାୟତ ବାଗବାହାଲ ଗାଁକୁ ଉନ୍ନୟନ କମିଶନର ଅନୁ ଗର୍ଗ ଗସ୍ତ କରି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କେନାଲ ଠିକ୍‌ ଭାବରେ
Read More...

ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା । ଯାହା
Read More...