Daily Archives

ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ନିରଞ୍ଜନ ପୂଜାରୀଙ୍କ କରକମଳରେ ତେଲନଦୀ ବାମ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜଳ ସେଚନ ବିଭାଗ ସୋନପୁର ଦ୍ୱାରା ତେଲନଦୀ କୂଳରେ ଆୟୋଜିତ ତେଲନଦୀ ବାମ ପାର୍ଶ୍ୱ ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର
Read More...

ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ରକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଗରିମା ପରିବାର ତରଫରୁ ଆୟୋଜିତ
Read More...

କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ୍ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହାପବିତ୍ର ଚଡ଼କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେର ଜଣ ଭକ୍ତ ଉପବାସ ବ୍ରତ ଧାରଣ କରି ତେର ଦିନପରେ କୁଣ୍ଡ ପୋଖରୀ ନିକଟରୁ ବାହାରି ହାକାଣ୍ଡ ପୋଖରୀରେ ପାଟ ଉତ୍ସବ ପାଳନ
Read More...

ବନ୍ଦ କୋଠରିରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଢୋଲମହୁଲ ସ୍ଥିତ ଏକ ବନ୍ଦ କୋଠରିରୁ ସ୍ଥାନୀୟ ପୋଲିସ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପୃକ୍ତ ଯୁବକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ
Read More...

ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ଭଟଲି ବିଧାୟକ ସୁଶାନ୍ତ ସିଂ

ବରଗଡ, (ନିରୋଜ କୁମାର ପାଣୀ) : ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସୂଚନା ଅନୁସାରେ ଆଜି ଜଣେ ଅସହାୟ ବୃଦ୍ଧା ମଧୁବାବୁ ପେନସନ୍‌ ପାଇବା ପାଇଁ ଏକ ପ୍ଲାଷ୍ଟିକ ଚେୟାର୍‌ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା କଥା ସୋସିଆଲ ମିଡିଆରେ
Read More...

ବରାହମାଲରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ, ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ବରାହମାଲ ଗ୍ରାମରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ ଓ ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହାର ପ୍ରଥମ ଦିନ ଗୁରୁବାର ଶ୍ରୀରାମ
Read More...

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଆଜି କଣ୍ଟାବାଞ୍ଜିଠାରେ ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ
Read More...

ବାରାହ ଫାଶରେ ଫସିଲା କୁକୁର : ବନ ବିଭାଗଦ୍ୱାରା ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଚଟୁଅନକା ପଂଚାୟତ ବେହେରେନସିଲେଟ ଗାଁରେ ଏକ ଅଭାବନୀୟ ଘଟଣା ରବିବାର ସକାଳୁ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ କେତେକ ଦୁର୍ବୃତ୍ତ ଚଟୁଅନକା-ବେହେରେନସିଲେଟ ରାସ୍ତାର ପୋଖରୀ ନିକଟରେ ଥିବା ଗାଁ ଜଂଗଲରେ
Read More...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଚେଷ୍ଟାରେ ପିଲାଙ୍କ ପାଖରେ ପହଞ୍ଚିଲା ବିଦ୍ୟାଶ୍ରୀ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚାଣ୍ଟିପଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଯିଏ କି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟା ବଳରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଇ ପିଲାମାନଙ୍କ ନିକଟକୁ ଭ୍ରାମ୍ୟମାଣ ପାଠାଗାର ନେଇ
Read More...

ଟିଟିଲାଗଡ଼ ଦେବନ୍ଧ ସାଗରର ମହିଳାମାନଙ୍କ ଗାଧୋଇବା ଘାଟ ସଫା କରାଇଲେ ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଦେବନ୍ଧ ସାଗରରେ ଥିବା ମହିଳାମାନଙ୍କ ଗାଧୋଇବା ଘାଟର ଅବସ୍ଥା ଠିକ ନଥିବା ନେଇ ୱାର୍ଡ ନମ୍ବର ୧୨, ୧୩ର ୱାର୍ଡ ମେମ୍ବରମାନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଉଭୟ ୱାର୍ଡ ମେମ୍ବରମାନେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲଙ୍କୁ ଏହି
Read More...