Daily Archives

ରାଜେନ୍ଦ୍ର କଲେଜ ଛକରେ ଡିଭାଇଡର ଉପରକୁ ଚଢିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରୋଡ୍‌ ପଟୁ ଏକ ଦୃତଗତିରେ ଆସୁଥିବା କାର୍‌ ଡିଭାଇଡର ଉପରକୁ ଚଢି ଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । କେଉଁ କାରଣରୁ କାର୍‌ଟି ଡିଭାଇଡର ଉପରକୁ ଚଢି ଯାଇଛି ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ
Read More...

ଜାଲ୍‌ ପ୍ରମାଣପତ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର…

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ଅଭିଯୁକ୍ତ ଜାଲ୍‌ ପ୍ରମାଣପତ୍ର ଦେଇ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରାଧୀନ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ ସୋମବାର ହରଭଙ୍ଗା ଜେଏମଏଫସି କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର
Read More...

ଶାସ୍ତ୍ରୀନଗର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ନିରାପଦ ମାତୃତ୍ୱ ଦିବସ ପାଳନ

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରାପଦ ମାତୃତ୍ୱ ଅଭିଯାନ ବଶତଃ ମାତୃମୃତ୍ୟୁ ହ୍ରାସ ସଫଳ ହେଉଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର
Read More...

ନବସେତୁ ମାସିକ ପତ୍ରିକା ତରଫରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜନ୍ମଦିନ ପାଳନ ଅବସରରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ରପଡା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟ କନଫରେନ୍ସ ହଲ୍‌ଠାରେ ନବସେତୁ ମାସିକ ପତ୍ରିକା ତରଫରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜନ୍ମତିଥି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ସଭା ପରିଚାଳନା
Read More...

ମ.ରାମପୁର ରାମଲୀଳା ମହୋତ୍ସବ : ଚତୁର୍ଥ ରଜନୀରେ ମଞ୍ଚସ୍ଥ ହେଲା କିଷ୍କିନ୍ଧା ଓ ସୁନ୍ଦରାକାଣ୍ଡ

ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବର ଚତୁର୍ଥ ରଜନୀରେ କିସ୍କିନ୍ଧା ଓ ସୁନ୍ଦରାକାଣ୍ଡ ମଞ୍ଚସ୍ଥ ହୋଇଥିବା ବେଳେ ଶେଷ ଯାଏଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା
Read More...

କୁଧରେନପାଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ବଲାଙ୍ଗିର ଜିଲ୍ଲାରେ “ଚାଲ ଆମେ ସ୍କୁଲ ଯିମା” ସଚେତନତା ଅଭିଯାନ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୬ ରୁ ୧୪ ବର୍ଷ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ଓ ବିଦ୍ୟାଳୟରେ ସେମାନଙ୍କର ନିୟମିତ ପାଠପଢାକୁ ସୁନିଶ୍ଚିତ କରିବା ଉଦ୍ୟେଶ୍ୟରେ “ଚାଲ ଆମେ ସ୍କୁଲ ଯିମା” ସଚେତନତା ଅଭିଯାନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ
Read More...

ବଲାଙ୍ଗିରରେ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ତରଫରୁ ଆୟୋଜିତ ପରିବାର ନିୟୋଜନ ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ
Read More...

ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ପଶିପାରେ ସିବିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ଏବେ ପଶିପାରେ ସିବିଆଇ । ଡାକ ବିଭାଗରେ ଚାକିରି ଆବଦେନକାରୀଙ୍କୁ ନକଲି ସାର୍ଟିଫିକେଟ୍‌ ଘଟଣାର ତଦନ୍ତ ପାଇଁ ଡାକ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାପଡିଛି । ବଲାଙ୍ଗିର ଡାକ ବିଭାଗରେ ଚାକିରି ଆଶାୟୀଙ୍କ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ : ଜଣେ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ନିକଟସ୍ଥ ଭୁର୍ଷିବାଞ୍ଜି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ
Read More...