Daily Archives

ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି । ହରେ କୃଷ୍ଣ ହରେ ରାମ ଧ୍ୱନୀରେ ଉଛୁଳି ପଡ଼ୁଛି ସଦାଇପାଲି । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏଠାରେ ଗତ ୨୯ ତାରିଖ ଦିନ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଆଇସିୟୁ ବିଭାଗ ଭିତରେ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଭିତରେ ରହିଥିବା ଆଇସିୟୁ ବିଭାଗର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଥିବା ଦେଖିବାକୁ ମିଳିଛି । ପାଣି ସପ୍ଲାଏ ପାଇପ୍‌ ଫାଟି ଯିବା କାରଣରୁ ୱାର୍ଡ ଭିତରେ ପାଣି ଭରିଯାଇଥିବା ଆଲୋଚନା ହେଉଛି ।
Read More...

ମ.ରାମପୁର ରାମଲୀଳା ମହୋତ୍ସବ

ଦ୍ଵିତୀୟ ଦିନରେ ଶେଷ ଦୃଶ୍ୟ ଯାଏଁ ରହିଲେ ଦର୍ଶକଆଜି ହେବ 'ଆରଣ୍ୟକ କାଣ୍ଡ' ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ଦୃଶ୍ୟ ଯାଏଁ
Read More...

ଦରକାର ପଡିଲେ ପୁଣି ରିମାଣ୍ଡରେ ଅଣାଯାଇ ପାରେ ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ଓ ଅଭିଯୁକ୍ତମାନଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବଶ୍ୟକ ପଡିଲେ ନକଲି ସାର୍ଟିିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ପୁଣି ଥରେ କ୍ରାଇମ୍‌ ବ୍ରାଞ୍ଚ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତମାନଙ୍କଠାରୁ ବହୁତ କିଛି ତଥ୍ୟ ମିଳିଥିବା ବେଳେ ଏହା
Read More...

ବିଚିତ୍ର ଶିକ୍ଷା ନୀତି : ନୂତନ ଶିକ୍ଷା ବର୍ଷରେ ମିଳିଲାନି ପାଠ୍ୟପୁସ୍ତକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୩ରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଲା ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୌଣସି ବିଦ୍ୟାଳୟରେ ଶ୍ରେଣୀ ଉପଯୋଗୀ ପାଠ୍ୟପୁସ୍ତକ ମିଳିନାହିଁ । ଏ ପଟେ ନିର୍ଦ୍ଦେଶ ଅଛି ଯେ ପ୍ରବେଶ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨୦ ଜନଭାଗିଦାରୀ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ
Read More...

ସିୟୁଟିଏମ୍ ଓ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ
Read More...

ଜି-୨୦ ଜନଭାଗିଦାରୀ : ଏନଆଇଟି ରାଉରକେଲା ପକ୍ଷରୁ ସବୁଜ ଇନ୍ଧନ ପ୍ରଦର୍ଶନୀ ଓ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ଭୁବନେଶ୍ୱର/ରାଉରକେଲା, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ
Read More...

କାପୁଡି ସମାଜ ତରଫରୁ ହିଙ୍ଗୁଳା ପୂଜା

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ କାପୁଡି ସମାଜ ତରଫରୁ ଗର୍ଭଣାଠାରେ ହିଙ୍ଗୁଳାଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈଦ୍ୟରାଜ ଶ୍ରୀମୁଖ ନାଏକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସୁବ୍ରତ ସିଂ, ସମ୍ମାନିତ ଅତିଥି
Read More...

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରଥମ ରଥକାଠ ପ୍ରେରଣ କରାଯାଇଛି । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ମାତାକୁପା ଜଙ୍ଗଲରୁ ସଂଗୃହିତ କାଠ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ପୁରୀକୁ ଏହି କାଠ ପ୍ରେରଣ
Read More...