Daily Archives

ବସ୍ ଧକ୍କାରେ ଯୁବତୀ ମୃତ, ୧ ଗୁରୁତର

ବାରିପଦା : ବସ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବତୀ ଜଣକ ରଶ୍ମିତା ବେହେରା ବୋଲି ଜଣାପଡ଼ିଛି । କୃଷ୍ଣଚନ୍ଦ୍ର ଗୋଲାଇ ନିକଟ ବାରିପଦା ଅସ୍ତିଆ ରାସ୍ତାର ବଜାର ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ
Read More...

ଅତାବିରା ଏନ୍‌ଏସି ନିର୍ବାଚନ : ଚାଲିଛି ମତଦାନ

ସରଣ୍ଡା : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁରହିବ । ଅତାବିରା ଏନ୍‌ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍‌ ୧୬ଟି ବୁଥ୍‌ କରାଯାଇଛି । ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ
Read More...

ରିଷି ସିିଂହ ଇଣ୍ଡିଆନ୍‌ ଆଇଡଲ୍‌-୧୩ର ବିଜେତା

ମୁମ୍ବଇ : ସୋନି ଟେଲିଭିଜନ ଚାନେଲର ସମ୍ମାନଜନକ ସଙ୍ଗୀତ ରିୟଲିଟି ସୋ' ଇଣ୍ଡିଆନ ଆଇଡଲ୍‌-୧୩ର ବିଜୟୀ ହୋଇଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂହ । ରିଷି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଲକାତାର ଦେବସ୍ମିତା ରାୟଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୁରସ୍କାର ବାବଦକୁ
Read More...

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ : ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର ପରେଶ

କଳାହାଣ୍ଡି, (ନରୋତ୍ତମ ସେଲମା) : ମହାକାଶ ବିଜ୍ଞାନ ଉପରେ କିଛି ତଥ୍ୟ ପାଇବା ତଥା ବୈଜ୍ଞାନିକ ଜ୍ଞାନର ଗୁଣବତ୍ତା ହାସଲ କରିବା ପାଇଁ ଗ୍ରାମାଂଚଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଆକର୍ଷିତ ହେବେ ସେଥିପାଇଁ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପି.ଏଚ.ଡି (କୋଷ ବିଜ୍ଞାନ) ଛାତ୍ର ପରେଶ
Read More...

ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା ଅଭିଯୋଗ

କଟକ : କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟାକରାଯାଇଥିବା ଅଭିଯୋଗ ହୋଇଛି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା ମହିଁଶାଲଣ୍ଡା ଗାଁରେ । ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ପୋଲିସ ଜଣକୁ ଅଟକ ରଖି
Read More...

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୧୨ ଦିନରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ

କଟକ : ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ମୋଟ୍ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ
Read More...

ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

କେନ୍ଦୁଝର : ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଦୋକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଦୋକାନ ଗୁଡିକ ଲାଗି ହୋଇ ରହିଛି । ତେଣୁ
Read More...

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଅଟିଜିମ୍ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ବିଶ୍ଵ ଅଟିଜିମ୍ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ
Read More...

ୟୁରୋ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଓ ମାଗାଜିନ ‘ଇନ୍ସପେରିୟା’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତିକ ସ୍ତରରେ ସହଅନୁବନ୍ଧିତ ହୋଇ ସ୍ୱୀକୃତିପ୍ରାପ୍ତ ‘ୟୁରୋ ସ୍କୁଲ’ ଛତ୍ରପୁରର ଚତୁର୍ଥ ବାର୍ଷିକ ଉତ୍ସବ ଓ ଆଭାସ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍
Read More...