Monthly Archives

March 2023

କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ମଦର ଟେରେସା ମହିଳା ସେବା ସଂଗଠନ ଟିଟିଲାଗଡ ଦ୍ୱାରା ଏହି ରେଡିଓ ସଂଦେଶ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ
Read More...

ସୂଚନା ଅଧିକାରକର୍ମୀଙ୍କୁ ହତ୍ୟା ଧମକ ସହ ଜାତିଆଣ ଆକ୍ଷେପ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୂଚନା ଅଧିକାରକର୍ମୀ ମଙ୍ଗନ ରାଏଙ୍କୁ ହତ୍ୟା ଧମକ ତଥା ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ଦୁଇ ଦିନ ତଳେ ଏହି ବିଷୟରେ ସେ ଦେଓଗାଁ ଥାନା ଅଧିକାରୀ ତଥା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଏ ବିଷୟରେ ଅଭିଯୋଗ କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଆଜି ସକାଳୁ
Read More...

ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମୂଳ ବାସିନ୍ଦା ଓ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ତଥା ଅଧ୍ୟାପକ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ଶିକ୍ଷକ ମହାସଂଘ
Read More...

ରାଜୀବନଗରରେ ଭଡ଼ାଘରେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଜୀବନଗରରେ ଭଡ଼ାଘରେ ଜଣେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସଂଦେହଜନକ ଭାବେ
Read More...

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ
Read More...

ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌

ଭୁବନେଶ୍ୱର : ଆଜି ରାମ ନବମୀ । ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ । ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ରେଳଷ୍ଟେସନରୁ ଆଜି ଏହି
Read More...

ପବିତ୍ର ରାମ ନବମୀ ଉପଲକ୍ଷେ କେସିଙ୍ଗାରେ ବିରାଟ ମଟର ସାଇକେଲ ରାଲି

କେସିଙ୍ଗା : ପବିତ୍ର ରାମ ନବମୀ ଉପଲକ୍ଷେ 'ଶ୍ରୀ ରାମଜୀ କି ଟୋଲି' କେସିଙ୍ଗା ଦ୍ୱାରା ଶୁକ୍ରବାର ସକାଳ ୧୦ଟାରେ ବଲାଙ୍ଗିର ଛକ ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରୁ ଏକ 'ବିରାଟ ମଟର ସାଇକେଲ ରାଲି' ବାହାରି ବୋରିଂପଦର ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ସମାପ୍ତ ହୋଇଯାଇଛି । ଶତାଧିକ ସଂଖ୍ୟାରେ
Read More...

ଚଣ୍ଡିତାଳରୁ ୧୦୦୦ ବର୍ଷର ପ୍ରାଚୀନ କୂଅ ଠାବ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ । ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲ୍‌ଚର୍‌ ହେରିଟେଜ (ଇନ୍‌ଟାକ୍‌)ର ସଦସ୍ୟମାନେ ଏହି ପ୍ରାଚୀନ କୂଅକୁ ସନ୍ଧାନ କରିଥିବା ବେଳେ
Read More...

ଜଳିଗଲା ଟ୍ରକ୍, ଚାଳକ ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତାକଡ଼ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ଟ୍ରକ୍ ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ମହୁଲପାଳ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
Read More...

ଆଜି ପବିତ୍ର ଶ୍ରୀରାମ ନବମୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ । ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହେବା ପରେ
Read More...