Monthly Archives

March 2023

ମାରୱାଡ଼ି ସମାଜ ପକ୍ଷରୁ ମାତା ସତୀରାଣୀ ପୂଜା ଅନୁଷ୍ଠିତ

ମନମୁଣ୍ଡା : ଶ୍ରୀରାମ ନବମୀ ଉପଲକ୍ଷେ ଗତକାଲି ମନମୁଣ୍ଡା ମାରବାଡ଼ି ସମାଜ ତରଫରୁ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମାତା ସତୀରାଣୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୋନପୁରର ପଣ୍ଡିତ ଶର୍ମା ପୂଜାର୍ଚ୍ଚନା କରିଥିବା ବେଳେ ଦିଲ୍ଲୀପ କୁମାର ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ଜ୍ୟୋତି କର୍ତ୍ତା
Read More...

ଜନସେବା କେନ୍ଦ୍ରରୁ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ଅଭିଯୋଗ

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଝାରଖମଣ ଛକ ସ୍ଥିତ ଏକ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତ ମାନେ ଚୋରି କରି ନେଇଥିବା ଜଣାପଡିଛି । ସୂଚନା ମତେ ଜନସେବା ମାଲିକ ଅଜିତ କୁମାର ପ୍ରଧାନ ଗତକାଲି ରାତି ୦୮.୦୦ ଘଟିକା ସମୟରେ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି ନିଜ
Read More...

ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ

ପୁରୀ : ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଚାଲିଛି ରାମ ଜନ୍ମ ନୀତି । ଗୁରୁବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଲା ରଥ କାଠ । ଦଶପଲ୍ଲାରୁ ଆସି ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତୃତୀୟ ଦଫାରେ ପହଞ୍ଚିଲା ୨୦ ଫୁଟିଆ ୧୮ଟି ଓ ୧୨ ଫୁଟିଆ ୬ଟି ଧଉରା କାଠ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ
Read More...

୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା କଣ୍ଠା ଛକ ନିକଟରୁ ବୁଧବାର ରାତିରେ ୨୦ କେଜି ୫୦୦ ଗ୍ରାମ ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୋଲିସ । ଗିରଫ ଅଭିଯୁକ୍ତମାନେ ବଘିଆପଡା ଗ୍ରାମ ପଞ୍ଚାୟତ ବବଡା ଗ୍ରାମର ଧିରଜ କଂହର ଓ କରୁଣାକର ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେମାନେ ବସରେ
Read More...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼ : ଓଡଗାଁ ରାମ ନବମୀ ଯାତ୍ରା ଦେଖି ବାଇକ୍‌ ଯୋଗେ ୩ ଜଣ ଯୁବକ ଫେରୁଥିବା ବେଳେ କୋମଣ୍ଡ ପଥରା ସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛରେ ବାଇକ୍ ପିଟି ହୋଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ
Read More...

୭୮ କିଲୋ ଗଞ୍ଜେଇ ଜବତ, ୫ ମହିଳାଙ୍କ ସମେତ ୯ ଗିରଫ

ଗୋଚ୍ଛାପଡା : ଫିରିଙ୍ଗିଆ ପୁଲିସ ଗତକାଲି ୭୮ କିଲୋ ଗଞ୍ଜେଇ ଓ ଏକ ଅଟୋରିକ୍ସା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ସୂଚନା ଅନୁଯାୟୀ, କାଶିନିପଦରରୁ ଫୁଲବାଣୀ ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେହି
Read More...

କେନାଲକୁ ଖସିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର : ସମ୍ବଲପୁର ପରମାଣପୁରରେ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ବଡଧରା ଗାଁରୁ ଏକ ବରଯାତ୍ରୀ ଦଳ ପରମାଣପୁର ଗାଁକୁ ଆସିଥିଲେ । ଫେରିବା
Read More...

ପ୍ରିୟମ୍ବଦା ଦେବୀଙ୍କ ଦ୍ୱାଦଶାହ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲଛାମୁଣ୍ଡାର ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ଧର୍ମପତ୍ନୀ ତଥା ବୁରୋମୁଣ୍ଡା ଗୌନ୍ତିଆଣୀ ଶ୍ରୀମତୀ ପ୍ରିୟମ୍ବଦା ସାହୁଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ଦରଦୀ, ଧର୍ମପରାୟଣା ଏବଂ ଅତ୍ୟନ୍ତ ସ୍ନେହୀ
Read More...

ଏପ୍ରିଲ ୩ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୩ରୁ ୯ ତାରିଖ ଯାଏଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ, କ୍ୱୋଟୋ ଏବଂ ଓସାକାରେ ହେବାକୁ ଥିବା ବ୍ୟବସାୟିକ ସମ୍ମିଳନୀରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ ବିଦେଶ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା
Read More...

ସୁରେଶ ନନ୍ଦ ସ୍ମୃତିରେ କବିତା ପାଠୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲର ସୁରେଶ ନନ୍ଦ ସ୍ମୃତି ପାଠାଗାର ପକ୍ଷରୁ ସ୍ୱର୍ଗତ ସୁରେଶ ନନ୍ଦଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରବିରାମ ଦାସ ସଭାପତିତ୍ୱ କରିଥିବା
Read More...