ଛତ୍ରପୁର ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଯୁବକଙ୍କ ମୃତ୍ୟୁ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶାରୀରିକ ପରୀକ୍ଷା (ଦୌଡ଼ ପ୍ରତିଯୋଗିତା) ଚାଲିଥିବା ବେଳେ ଅଚେତ ହୋଇପଡ଼ିଥିଲେ ଜଣେ ଯୁବକ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା!-->…
Read More...
Read More...