୨ କପ୍ ସିରଫ୍ ବିକ୍ରେତାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କଲା ପାଟଣାଗଡ ପୋଲିସ
ପାଟଣାଗଡ, (କେପିଏନ୍ଏସ୍) : ୨ ଜଣ କପ୍ ସିରଫ୍ ବିକ୍ରେତାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପାଟଣାଗଡ ପୋଲିସ ବୋଲି ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଲରମ୍ଭା ଥାନା ଅଧିନସ୍ଥ ତମିଆଁ ଗାଁ ନିବାସୀ ଗଣେଶ ସାହୁ(୨୪)!-->…
Read More...
Read More...