Daily Archives

ପଶ୍ଚିମାଝଡରେ ରିକଡୁଲଠାରେ ଥିବା ପ୍ରତିମା ଏଗ୍ରୋର ଶହଶହ ବସ୍ତା କପା ମଞ୍ଜି ନଷ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନ ହେବ ସାରା ରାଜ୍ୟରେ ପଶ୍ଚିମାଝଡ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ସଂପୂର୍ଣ୍ଣ ଭାବେ ସତ ହୋଇଛି । ଚଳିତ ମାସର ୨୦ ତାରିଖରୁ ଆରମ୍ଭ ହୋଇଥିବା ପଶ୍ଚିମାଝଡର କୋପ ବାରମ୍ବାର ଦେଖିବାକୁ ମିଳୁଛି । କେଉଁ ସ୍ଥାନରେ କୁଆ ପଥର
Read More...

ଖରିଦପିପଳ ସେବା ସମବାୟ ସମିତିରେ ବାର୍ଷିକ ସାଧାରଣ ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତି ପରିସରରେ ବାର୍ଷିକ ସାଧାରଣ ସଭା ସହିତ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ସଭାପତି କେଶବ ଚନ୍ଦ୍ର ପାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ
Read More...

ହାଡ଼୍‌ କୋର୍‌ କ୍ରିମିନାଲ୍‌ ବବ୍‌ଲୁ ମହାନନ୍ଦ ନାଁରେ ବି ମିଳିଛି ଫର୍ଜି ସାର୍ଟିଫିକେଟ୍‌, ସାଇନ୍ସ୍‌ରେ ଫାଷ୍ଟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଡ଼୍‌ କୋର୍‌ କ୍ରିମିନାଲ୍‌ ବବ୍‌ଲୁ ମହାନନ୍ଦ ନାଁରେ ବି ମିଳିଛି ଫର୍ଜି ସାର୍ଟିଫିକେଟ୍‌ । ଏଭଳି ଏକ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ରିଲାଏନ୍ସ ଏଜୁକେସନ୍‌ ସେଣ୍ଟର ଉପରେ ଚଢାଉ କରି ପୁଲିସ ହାତେଇଥିବା ବିଶେଷ ଆପତ୍ତିଜନକ ପ୍ରମାଣ ତଦନ୍ତକୁ
Read More...

୧୧୨୦ ବୋତଲ କଫ ସିରପ ସହିତ ବୋଲେରୋ ଜବତ, ୫ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ପୁଣି ଏକ କଫ ସିରପ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି । ଘଟଣାରେ ୧୧୨୦ ବୋତଲ ଏସକଫ୍‌ କଫ ସିରପ, ବ୍ୟବହୃତ ବୋଲେରୋ ପିକଅପ୍‌ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସ୍ଥାନୀୟ ସଦର ପୋଲିସ ଥାନାରେ ବଲାଙ୍ଗିର
Read More...

ନାରେନ୍ ଗ୍ରାହକ ସେବା କେନ୍ଦ୍ର ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରାଶି ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନାରେନ ଗ୍ରାମର ଗ୍ରାହକ ସେବା କେନ୍ଦ୍ର ଶାଖାରେ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା ଟଙ୍କା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଆକ୍ଟୋବର ମାସ ୨୦୨୨ ମସିହାରେ ନାରେନ ଗ୍ରାମର ଶୁକୃ ମାଝୀ
Read More...

ଏନ୍‌ଏସି ମାନ୍ୟତା ଦାବୀରେ ଲୋଇସିଂହାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି ମାନ୍ୟତା ଦାବୀରେ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅଫିସ, ବ୍ୟାଙ୍କ୍, ମଦଭାଟିକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ନିଷ୍ପତ୍ତି ମୁତାବକ ପ୍ରତି ମାସର ଶେଷ
Read More...

ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ

କେନ୍ଦୁଝର/ପାଟଣା : କେନ୍ଦୁଝର ବନଖଣ୍ଡର ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଛି । ଏ ଖବର ସ୍ପଷ୍ଟ ହେବା ପରେ ବାଘ ଜୀବନ ପ୍ରତି ବିପଦ ରହିଛି । ତେଣୁ ବନ ବିଭାଗ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲଗାଇଛି । ଘନ ଘନ ପାଟ୍ରୋଲିଂ କରୁଛି । ଅଟେଇ ଜଙ୍ଗଲର ସବୁ ପ୍ରବେଶ ପଥ ସିଲ୍‌ କରିଛି ।
Read More...

ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

କଟକ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ
Read More...

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍‌ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ ଦୁଇଜଣ କର୍ମକର୍ତ୍ତା କେରଳ ଗସ୍ତ
Read More...

ବଙ୍ଗୋମୁଣ୍ଡାକୁ ଏନ୍ଏସି କରିବା ପାଇଁ ବିଧାନସଭାରେ ଦାବୀ ଉଠାଇଲେ ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସି କରିବା ପାଇଁ ବିଧାନସଭାରେ ଦାବୀ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସି କରିବେ କି ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଥିଲେ । କଣ୍ଟାବାଞ୍ଜି
Read More...