Daily Archives

‘ଶାୟରୀ ଶାୟରୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ଖମ୍ବେଶ୍ୱରୀ ଏଣ୍ଟରଟେନମେଣ୍ଟ ଓ ସହର ସେବା ସମିତିର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ ସୋଲାସ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ୍ ମାସ ୧୪ ତାରିଖ ପଣାସକ୍ରାନ୍ତି ଦିନ ସହରର ଦୁଇଟି ପ୍ରେକ୍ଷାଳୟ
Read More...

ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ
Read More...

ପ୍ରମୋଦ ଭଗତଙ୍କୁ ମିଳିଲା ଭାରତୀୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ଓଡ଼ିଶାର ସଫଳ କ୍ରୀଡ଼ାବିତ୍‌ ତଥା ପାରା ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଇଣ୍ଡିଆନ୍ ସ୍ପୋର୍ଟସ ଅନର-୨୦୨୩ ସମ୍ମାନ । ମୁମ୍ବାଇରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି
Read More...

ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । କପିଲାଭଟା ସ୍କୁଲରେ ବର୍ତ୍ତମାନ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ
Read More...

ମା’ ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ତୁକଲା ଟିମ୍ ଚାମ୍ପିୟନ

ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗ୍ରାମ ପଞ୍ଚାୟତର ଚାନ୍ଦେଲ ଗ୍ରାମର କ୍ରିକେଟ ଅନୁଷ୍ଠାନ ତରଫରୁ ମା' ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ୍‌ ତୁକଲା ଦଳ ଏବଂ ମାଲପଡା
Read More...

ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଲା ମାଟ୍ରିକ୍‌ ଉତ୍ତର ଖାତା, ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା

କଟକ : ରାଜ୍ୟର ବିଭିନ୍ନ ହାଇସ୍କୁଲ୍‌ରେ ହୋଇଥିବା ୩୧୬ ନୋଡାଲ୍‌ ସେଣ୍ଟରରୁ ପର୍ଯ୍ୟାୟକ୍ରମେ ମାଟ୍ରିକ୍‌ ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ସୁରକ୍ଷା ବଳୟରେ ଆସି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପହଞ୍ଚିଛି । ମଙ୍ଗଳବାର ବାକି ଥିବା ଅନ୍ୟ ନୋଡାଲ୍‌ ସେଣ୍ଟରରୁ ଖାତାଗୁଡ଼ିକ ଆସି ମୂଲ୍ୟାୟନ କେନ୍ଦ୍ରରେ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା କାର୍ଯ୍ୟାକ୍ରମରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକାର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

‘ଧ୍ୱନି’ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଛତ୍ରପୁର ଟିମ୍ ଦ୍ୱାରା ଆୟୋଜିତ ‘ଦି- ଡାର୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ସଭା ଗୃହରେ ଫିକି ଓମେନ ଏମ୍-ପାୱାର, ଜି-୨୦, ଟାଟା ମାଇନିଂ ଏବଂ ଆଇନା ପକ୍ଷରୁ ଆୟୋଜିତ ଦିବ୍ୟାଙ୍ଗ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଫ୍ଲୋ-ଧ୍ଵନିରେ ଛତ୍ରପୁରର
Read More...

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ତାରିଖ ଦିନ ସଂଧ୍ୟା ୬ଟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ ବୋଲି ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ମାଳମାଳ ଫର୍ଜି ସାର୍ଟିଫିକେଟ୍‌, ମାଳମାଳ ଅଭିଯୁକ୍ତ : ଚେର ଲମ୍ବିଛି କାହିଁରୁ କାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଳମାଳ ଫର୍ଜି ସାର୍ଟିଫିକେଟ୍‌କୁ ମାଳମାଳ ଅଭିଯୁକ୍ତ । ଏହି ରାକେଟର ଚେର ଆହୁରି ଲମ୍ବିଥିବା ସୂଚନା ମିଳିଛି । ରିଲାଏନ୍ସ ଏଜୁକେସନ୍‌ ସେଣ୍ଟର ଉପରେ ଚଢାଉ କରି ପୁଲିସ ହାତେଇଥିବା ବିଶେଷ ଆପତ୍ତିଜନକ ପ୍ରମାଣ ତଦନ୍ତକୁ ଯୋଗାଇଛି ମଜବୁତ୍‌ ଖୋରାକ୍‌ । ଯେତେ
Read More...