Daily Archives

ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି । ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ କମ୍ ଋଣରେ ଚାଷୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ
Read More...

ବଣାଇରେ ଜୋର୍‌ ଧରିଲା ଓକିଲ ସଂଘ ନିର୍ବାଚନ

ସୁଦିତ୍ ସାହୁ ସଭାପତି ଓ ଅତୁଲ୍ୟ ସାମଲ ସମ୍ପାଦକ ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତୁଳସୀ ବଲ୍ଲବ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ୭୪ ଜଣ ସଦସ୍ୟ ଭୋଟ ଦାନ କରିଥିଲେ । ଏଥିରେ ସଭାପତି
Read More...

ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ବଣାଇ ପୋଲିସ୍‌ର କଡା ପଦକ୍ଷେପ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଅନ୍ତର୍ଗତ ନରେନ୍ଦ ଛକଠାରେ ବଣାଇ ପୋଲିସ୍ ଦ୍ୱାରା ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କ ଚେକିଙ୍ଗ ଆରମ୍ଭ ହୋଇଯାଇଛି । ପରିବହନ ବିଭାଗ ପକ୍ଷରୁ ମଦୁଆ ଡ୍ରାଇଭରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି
Read More...

ଟଂକା ହେରଫେର ମାମଲାରେ ଶାଖା ପରିଚାଳକ ଗିରଫ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଫିଉଜନ ମାଇକ୍ରୋଫାଇନାନ୍ସ ସଂସ୍ଥାର ସିନାପାଲି ଶାଖା ପରିଚାଳକ ଦିଳ୍ଳିପ କୁମାର ଜେନା ୨ କୋଟିରୁ ଅଧିକ ଟଂକା ହେରଫେର କରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଳାଣ କରାଯାଇଛି । ଅଭିଯୁକ୍ତ
Read More...

ଆଉ ନାହାନ୍ତି “ବିଜେ ଗୁପଚୁପ ଓ୍ଵାଲା”

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତଙ୍କ ଅତି ପ୍ରିୟ "ବିଜେ ଗୁପଚୁପ ଓ୍ଵାଲା" ଆଉ ନାହାନ୍ତି । ହନୁମାନପଡା ନିବାସୀ ବିଜୟ କୁମାର ନାୟକଙ୍କ ୫୯ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ପଦ୍ମପୁରର ସମସ୍ତ ଗଳିକନ୍ଦି, ଛକ, ଚା' ଦୋକାନ, ବଜାର, ସବୁଠି ଚର୍ଚ୍ଚା "ବିଜେ
Read More...

ବରପାଲି ଫାର୍ମାସୀ କଲେଜର ୩୭ତମ ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଫାର୍ମାସୀ କଲେଜର ୩୭ତମ ବାର୍ଷିକ ଉତ୍ସବ ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ
Read More...

ତ୍ରିମାସିକ ଟେଲରିଂ ଓ ଏମ୍ବ୍ରଡରି ତାଲିମ୍ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ କୋତନା ଗ୍ରାମରେ ଗତ ତିନି ମାସଧରି ଚାଲିଥିବା ଟେଲରିଂ ଓ ଏମ୍ବ୍ରଡରି ତାଲିମ୍ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି
Read More...

ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (DISTRICT GOVERNANCE CATAGORY) ପାଇବାରେ ଗୌରବ ଲାଭ କରିଛି । ମାର୍ଚ୍ଚ ୨୫
Read More...

ଯୁଗ୍ମ ମତ୍ସ୍ୟ ପରିଚାଳନା ଓ ଗୋଷ୍ଠୀ ଜୀବିକା ଉନ୍ନୟନ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଦକ୍ଷିଣ ଫାଉଣ୍ଡେସନ କାର୍ଯ୍ୟାଳୟରେ ଯୁଗ୍ମ ମତ୍ସ୍ୟ ପରିଚାଳନା ଓ ଗୋଷ୍ଠୀ ଜୀବିକା ଉନ୍ନୟନ ବୈଠକ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକର ବିଭିନ୍ନ ମତ୍ସ୍ୟଜୀବୀ
Read More...

ବିଶ୍ୱ ମୟୂର ସୁରକ୍ଷା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ତରଫରୁ ବିଶ୍ୱ ମୟୂର ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଯୁବ ପରିବେଶବିତ୍‌ ରବିନ୍ଦ୍ରନାଥ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...