Daily Archives

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଛତ୍ରପୁରର ଟିବି ଚାମ୍ପିୟନ ମୁନା ବେହେରା ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବ୍ରହ୍ମପୁରଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘାଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ଜୋର ଧରି ଥିବା ବେଳେ ତାକୁ ନେଇ ସଙ୍ଘର୍ଷ ସମିତି ଦ୍ୱାରା ବନ୍ଦ ପାଳନ କରାଯାଇଛି । ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏଥିସମେତ ଦୋକାନ ବଜାର ସାଙ୍ଗକୁ ସରକାରୀ,
Read More...

ଆମପାଣି ଘାଟିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ : ୧ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ ଧକ୍କାରେ ବାଇକ ଚୁରମାର ହେବା ସହ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର
Read More...

ପୁଣି ଗାଈକୁ ଶିକାର କଲା ବାଘୁଣୀ

ନୂଆପଡ଼ା, (ନିରାକାର ମେହେର) : ପୁଣି ଗାଈକୁ ଶିକାର କଲା ବାଘୁଣୀ । ନୂଆପଡ଼ା ବ୍ଳକ ତରିଆମହୁଆଭଟା ଗାଁରେ ଏକ ଗାଈକୁ ବାଘୁଣୀ ଶିକାର କରିଥିବାର ସୂଚନା ମିଳିଛି । ଗାଈଟି ଗାଁର ହୁମନ ନାଏକଙ୍କର ବୋଲି ଜଣାପଡ଼ିଛି । ଗତ ସକାଳେ ତରିଆମହୁଆଭଟା ଗାଁରେ ହୁମନଙ୍କ ଗାଈ ଜଙ୍ଗଲକୁ ଚରିବାକୁ
Read More...

ଛତ୍ରପୁର ହସ୍ପିଟାଲରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ସମ୍ମିଳନୀ ଗୃହରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ସ୍ତ୍ରୀ ରୋଗ
Read More...

ବନ ଦିବସରେ ୨ ଫରେଷ୍ଟର ସହ ଜଣେ ଫରେଷ୍ଟ ଗାର୍ଡ ସମ୍ମାନିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଥିବା ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ଫରେଷ୍ଟର ଉତ୍ତମ ପଦର୍ଶନ କରିଥିବାରୁ ବିଶ୍ୱ ବନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା ଜଣାପଡିଛି । ଏହି ତାଲିକାରେ ୨ ଜଣ କେନ୍ଦୁପତ୍ର
Read More...

କଣ୍ଟାବାଞ୍ଜି ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ୍‌ରେ ଚଢ଼ାଉ କଲେ ଏନ୍‌ଏସି ଇଓ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ ଗୁଡିକରେ ଚଢ଼ାଉ କରିଛନ୍ତି ଏନ୍‌ଏସି ଇଓ । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ୍ ଗୁଡିକର ଭଡ଼ା ଦିଆଯିବା ସକାଶେ ଭଡା
Read More...

ନୂଆଦିଲ୍ଲୀରେ ଉଦଘାଟନ ହେଲା ‘ଓଡ଼ିଶା ପର୍ବ- ୨୦୨୩’

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ରାଜଧାନୀ ଦିଲ୍ଲୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ 'ଓଡ଼ିଆ ସମାଜ' ପକ୍ଷରୁ ଆୟୋଜିତ 'ଓଡ଼ିଶା ପର୍ବ - ୨୦୨୩'ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା
Read More...

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ର କିଶୋର କିଶୋରୀଙ୍କ ଉଦ୍ଦେଶ୍ୟରେ ଗତକାଲି ପାଳିତ ହୋଇଯାଇଛି ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ । କୈଶୋରରେ ପାଦ ଥାପୁଥାପୁ ଦ୍ରୁତ ପରିବର୍ତ୍ତନଶୀଳ ଶରୀରରେ ପ୍ରତ୍ୟହ କିଛିକିଛି ପ୍ରତିକୂଳ
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଦଳୀୟ ନେତ୍ତୃବର୍ଗଙ୍କ ମହଲରେ ଉଷ୍ମତା ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୬ ତାରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ବୃଦ୍ଧିପାଇଛି । ଏପରିକି ଜିଲ୍ଲାରେ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...