Daily Archives

ଡ୍ରାଇଭର ଓ ହେଲପରକୁ ବାନ୍ଧି ହାଇୱା ଗାଡି ଲୁଟ୍ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଓଭରବ୍ରିଜ ନିକଟରୁ ମଙ୍ଗଳବାର ରାତିରେ ଏକ ହାଇୱା ଗାଡ଼ି ଲୁଟ୍ ହୋଇଥିବା ନେଇ ଗାଡ଼ିର ଡ୍ରାଇଭର ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜ୍ୟୋତିପୁର ଗ୍ରାମର ଡ୍ରାଇଭର ସନୁ ନାଏକ ପ୍ରତିଦିନ ଭଳି ମଙ୍ଗଳବାର ରାତି ପ୍ରାୟ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳ ଛାତ୍ରୀ, ବିଭାଗର ମହିଳା କର୍ମଚାରୀ ଓ
Read More...

ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ଚାଲୁ ରହିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡ) : ମା' ବୁଢ଼ି ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଛାମୁଣ୍ଡିଆ ନିର୍ମାଣ ପାଇଁ କାଠ ପହଞ୍ଚିଛି । ଦେଶୀବେହେରାଙ୍କ ତରଫରୁ ଅସ୍ଥାୟୀ ମଣ୍ଡପ ଏବଂ ସମ୍ମୁଖ ଏକ ବଖରା ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଚାଲୁ
Read More...

୨୬ରେ ମୁଖ୍ୟମନ୍ତ୍ରୀଙ୍କ ୫ ଘଣ୍ଟିଆ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ୧୦ ମାସ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାକୁ ପୁଣି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ ତାରିଖରେ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରଠାରେ ସେ ୩ଟି ସମାବେଶରେ ଯୋଗ ଦେବେ ।
Read More...

‘ଇ-ନାମ’ ମଣ୍ଡି ମାଧ୍ୟମରେ ଅନ୍ତଃରାଜ୍ୟ ବାଣିଜ୍ୟ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚାଷୀ ହସିଲେ ଦେଶ ହସିବ । ଏହି ଲକ୍ଷ ନେଇ ସରକାର ଚାଷୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ୬୬ ଗୋଟି ଇ-ନାମ ମଣ୍ଡିରେ ୨୦୯ ପ୍ରକାରର କୃଷିଜାତ ଦ୍ରବ୍ୟ ବିକ୍ରୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
Read More...

କାଉନସିଲର ବୈଠକ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କନଫରେନ୍ସ ହଲ୍‌ରେ ବୁଧବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି ଓ ଏନ୍‌ଏସି ଇଓ ଅବିନାଶ ମିଶ୍ର ମଞ୍ଚାସୀନ
Read More...

ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ 'ଉଗାଦି' ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏକ ଭାଇଚାରା ପର୍ବ ଭାବେ ସାମୁହିକ ଭାବେ ଓଡ଼ିଆ ଓ ତେଲୁଗୁ
Read More...

ଗଞ୍ଜାମ ଜିଲ୍ଲାବାସୀ ନିଜ ନିଜ ଆଧାର କାର୍ଡ ସଂଶୋଧନ କରାଇନେବା ଜରୁରୀ : ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁଆଇଡିଏଆଇଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନସାଧାରଣ ନିଜ ନିଜ ଆଧାର କାର୍ଡଗୁଡ଼ିକ ବିନା ମୂଲ୍ୟରେ ଅପଡେସନ୍ କରାଇବା ନିହାତି ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ
Read More...

ଇସ୍ପାତ ସାହିତ୍ୟ ସଂସଦର ବିଶ୍ୱ କବିତା ଦିବସ ପାଳିତ

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି : ଉମାକାନ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ପବୃତ୍ତି ହେଉଛି କବି ପବୃତ୍ତି । କବିତା ଭିତରେ କବିତା ଥାଏ ବୋଲି ଅଧ୍ୟାପକ ଉମାକାନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଇସ୍ପାତ ସାହିତ୍ୟ ସଂସଦ ତରଫରୁ ଆୟୋଜିତ
Read More...

କନ୍ୟାରତ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କନ୍ୟାରତ୍ନ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ କନ୍‌ଫରେସନ୍‌ ହଲରେ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ତାଲିମ ଶିବିର ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ
Read More...