Daily Archives

ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା

ବଲାଙ୍ଗିର ଓ ବରଗଡ ଜିଲ୍ଲାର ୧୦୦ଜଣ ସଦସ୍ୟଙ୍କ ଯୋଗଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଜୈବ ବିବିଧତା ବୋର୍ଡ, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ତରଫରୁ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଓଡ଼ିଶା ନାଭାଲ ଏନ.ସି.ସି. କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ଅଧିକାରୀ ସବ୍
Read More...

ତଦନ୍ତକୁ ବାଟବଣା କରିବା ପ୍ରୟାସରେ କାଇ କମ୍ପାନୀ : ସାଧାରଣରେ ଅଭିଯୋଗ

ଏନ୍‌ଜିଟି ଦ୍ୱାରା ଗଠିତ ୫ ଜଣିଆ କମିଟିର ତଦନ୍ତ ଶେଷ ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବଡ ପୁରୁଣାପାଣି ପଞ୍ଚାୟତର କପଣ୍ଡ ଗ୍ରାମରେ କାଇ କମ୍ପାନୀ ପକ୍ଷରୁ ସ୍ଥାପିତ ହେବାକୁ ଥିବା ପ୍ରକଳ୍ପକୁ ସ୍ଥାନୀୟ ପ୍ରଶାସନର ଅହେତୁକ ଅନୁକମ୍ପା,
Read More...

ଶ୍ରୀହରି ସ୍ପଞ୍ଜର ବେଆଇନ ନାଳ ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା : ସାଧାରଣରେ ଅସନ୍ତୋଷ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନାର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ
Read More...

ପିଏମ କୃଷି ସିଞ୍ଚାଇ ଯୋଜନା : ଏଆଇବିପିରେ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ

ଚିହ୍ନଟ ହୋଇଥିଲା ରାଜ୍ୟର ୯୯ ପ୍ରକଳ୍ପ ହେଲେ ସହାୟତା ପାଉଛି ମାତ୍ର ୮, କେନ୍ଦ୍ରୀୟ ଯୋଜନାର ଫାଇଦା ଓଡିଶାକୁ ମିଳୁ ନାହିଁ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ କେନ୍ଦ୍ର ଓ
Read More...

ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ

ଆଗଲପୁର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ । ଅସମ୍ଭାଳ ଦୁଃଖ ଆଣିଦେଇଛି ଏହି ଅଦିନିଆ ବର୍ଷା ଏବଂ କୁଆପଥର ମାଡ । ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ 'ଖ' ପଞ୍ଚାୟତରେ ଅଦିନିଆ କୁଆପଥର ମାଡରେ ନଅଗାଁ, ତେନ୍ତୁଳିଖୁଣ୍ଟି ଓ ସାନଟିକା ଗ୍ରାମରେ
Read More...

ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ସଭାପତି ସମ୍ପାଦକମାନେ ଯୋଗ ଦେଇଥିଲେ । ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ
Read More...

ମହୁଲପାଲିରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ବୁଧବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ୱାଗତ କରିଥିଲେ । ମା' ଭାରତୀ ଓ
Read More...

କୋମାରେ ବସୁଧା ଜଳ ଯୋଗାଣ : ଲୋକଙ୍କ କାମରେ ଆସୁନି ପାନୀୟଜଳ ଯୋଗାଣ ପ୍ରକଳ୍ପ

ବଣାଇ, (ନାରୟଣ ଚନ୍ଦ୍ର ବେହେରା) : କୋମାରେ ଥିବା ବସୁଧା ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କଷଡା ଗ୍ରାମରେ । ସୂଚନା ଅନୁସାରେ ଉକ୍ତ ଗ୍ରାମ ବଣାଇ ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବହୁଳ ଗ୍ରାମ
Read More...

ନିମ୍ନମାନର କାମ ଯୋଗୁଁ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଗଲା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ଝଡ଼-ବର୍ଷା ଓ ପବନରେ ଗତକାଲି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ ଥିବା ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହା ଯେ, ଏବେ ସୁଦ୍ଧା ପଡ଼ି ରହିଛି,
Read More...