Monthly Archives

February 2023

ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ

ଭୁବନେଶ୍ଵର : ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର ପାଟଣା ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ଭୁବନେଶ୍ଵର ବ୍ରହ୍ମେଶ୍ଵର ପାଟଣା ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଏଟିଏମ୍
Read More...

ଆଜି ଉଦ୍‌ଘାଟନ ହେବ ରମାଦେବୀ ନବନିର୍ମିତ ପ୍ରେକ୍ଷାଳୟ

ଭୁବନେଶ୍ୱର : ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟନ ହେବ ନବନିର୍ମିତ ପ୍ରେକ୍ଷାଳୟ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରେକ୍ଷାଳୟକୁ ଆନୁଷ୍ଠାନିକ ଭାବେ ସନ୍ଧ୍ୟା ୫ଟାରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି
Read More...

ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ

ଭୁବନେଶ୍ଵର : ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଥିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ । ଅଫିସିଆଲ ୱେବସାଇଟ୍- jeemain.nta.nic.inରେ ରେଜଲ୍ଟ
Read More...

ପାଟଣା ବ୍ଲକର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଶହ ଶହ ଅକାଶିଆ ଓ ପଟାସ ଗଛ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବ୍ରାହ୍ମଣୀ ଦେଓ ପଟାସ ଜଙ୍ଗଲରେ ୨ ଏକର ଜାଗାରେ ନିଆଁ ଲାଗିଛି । ଦ୍ଵାରିକାପଶି ଅକାଶିଆ ଜଙ୍ଗଲରେ ୫ ଏକର
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଭତ୍ତା ହିତାଧିକାରୀମାନଙ୍କ ଅଟକି ରହିଥିବା ଭତ୍ତା ମିଳିଲା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ଭତ୍ତା ହିତାଧିକାରୀମାନଙ୍କ ଅନେକ ମାସ ଧରି ଭତ୍ତା ଅଟକି ରହିଥିବା ଖବର 'କୋଶଳ ପ୍ରବାହ'ରେ ପ୍ରକାଶ ପାଇଥିବା ବେଳେ ଏହାର ପ୍ରଭାବ ଯୋଗୁଁ ଭତ୍ତା ହିତାଧିକାରୀ ଭତ୍ତା ପାଇ
Read More...

ତୁର୍କୀ ଭୂକମ୍ପରେ ୪ ହଜାର ୩୬୫ ଜଣ ନିହତ, ୫ ହଜାର ୬୦୦ କୋଠା ନଷ୍ଟ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ,…

ନୂଆଦିଲ୍ଲୀ : ଭୂକମ୍ପ ଯୋଗୁଁ ଭୟାନକ ବିନାଶ ଭିତରେ ତୁର୍କୀରେ ପୁଣି ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ବୋଲି କୁହାଯାଇଛି । ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତୁର୍କୀ ରାଷ୍ଟ୍ରପତି ରାଜାବ
Read More...

ଗଞ୍ଜାମ ଜିଲ୍ଲାରେ କୁଳୀଣ ସମାଜ ମୁଖିଆଙ୍କ ଅର୍ଥ ଜୋରିମାନା, ଲୁଣ୍ଠନ, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଲମ୍ବୁଛି

• ଜିଲ୍ଲା ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ଜାତି, କୁଳୀଣ ସମାଜରେ ଗାଁ ବାସନ୍ଦ, କୁଳ ବହିଷ୍କାର କରାଯାଇ ବ୍ୟକ୍ତିବିଶେଷଙ୍କ ଉପରେ ଅର୍ଥ ଜୋରିମାନା, ଆର୍ଥିକ ଓ
Read More...

କନ୍ଧମାଳ ଜିଲ୍ଲାରୁ ଧରାପଡ଼ିଲା ବଡ଼ ଧରଣର ଚୋରି ର‍୍ୟାକେଟ : ବହୁ ସାମଗ୍ରୀ ସହ ୫ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ୫ ମାସ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା । ଶେଷରେ କନ୍ଧମାଳ ପୋଲିସ ଏହି ଚୋର ର‍୍ୟାକେଟକୁ ଧରିଛି । ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲ୍ଲା ସାଲେପୁର ଥାନା
Read More...

ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଦାଶରଥୀ ସାହୁ ଚାମ୍ପିୟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜାରେ ଓପନ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ୍‌ ଆସୋସିଏସନର ସଂପାଦକ ଇଂ ଦେବବ୍ରତ ଭଟ୍ଟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ଯୁବ
Read More...

ଆସନ୍ତା କାଲି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଆସନ୍ତା କାଲି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ଣରେ ଏହି ନୀତି ସମ୍ପନ୍ନ ହେବ । ଏଣୁ ଭକ୍ତମାନେ ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି
Read More...