Monthly Archives

February 2023

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଆସନ୍ତା ୧୦ ଏବଂ ୧୧

ଭୁବନେଶ୍ଵର : ଆସନ୍ତା ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ଓ କଟକ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ଵର ବିଜୁପଟ୍ଟନାୟକ
Read More...

ହାଇୱା ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ଭଦ୍ରକ : ହାଇୱା ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକରେ ବୁଧବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ଅଧିନ ଗେଲପୁର ଛକ ଠାରେ ଆରଡି ଛକ ସାମରାଇପୁର ଆଦିବାସୀ ସାହିରେ ରହୁଥିବା ଜଟିଆ
Read More...

ନରସିଂହଙ୍କ ବଲାଙ୍ଗିର ବ୍ଲକ ସମୀକ୍ଷା

ଭୁଲ ତଥ୍ୟ ପ୍ରଦାନ କଲେ ଅଧିକାରୀ : ବିଧାୟକ ନରସିଂହ ମିଶ୍ରନିଜ ଭିତରେ ସୁଧାର ଆଣି ଗରିବଙ୍କ ସେବା କରନ୍ତୁ ଅଧିକାରୀ : ବିଧାୟକ ନରସିଂହ ମିଶ୍ରପ୍ରକଳ୍ପ ଗୁଡିକର ବିଳମ୍ବକୁ ନେଇ ଅସନ୍ତୁଷ୍ଟ ହେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିର ଲୋକେ ବିଭିନ୍ନ ଜନହିତକର ଯୋଜନା
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ଭୁବନେଶ୍ୱର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Read More...

ବୋଲେରୋରେ ଯାଉଥିବା ଶାଗୁଆନ ପଟାକୁ ସାଲେପଡା ଗାଁରେ ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପଡା ଗାଁରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ପ୍ଲସ୍ ଗାଡି (ଓଆର୍‌ ୦୩ ଜେ ୧୦୯୪)ରେ ଯାଉଥିବା ୪୬ ଗୋଟି ଶାଗୁଆନ ପଟାକୁ ଜବତ କରାଯାଇଛି । ତେବେ ଏ ସଂପର୍କରେ ଡିଏଫ୍‌ଓ ନିତିଶ କୁମାର ଆଜି
Read More...

ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏପ୍‌ଓ ନିତିଶ କୁମାର । ତେବେ ଅଭିଯୁକ୍ତ ଜଣକ ପଣ୍ଡରାପାନି ଗ୍ରାମର ସଞ୍ଜୀବ ବରିହା ହୋଇଥିବା ବେଳେ
Read More...

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାର ସୁପରିଚାଳନା ପାଇଁ ମଙ୍ଗଳବାର ସର୍କିଟ ହାଉସଠାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ
Read More...

ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସମ୍ବର୍ଦ୍ଧିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୀତାଗୋବିନ୍ଦ ସଦନରେ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଡ. ଦିଲିପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ
Read More...

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ରାଉରକେଲା ପ୍ରତିଯୋଗୀଙ୍କ କୃତିତ୍ୱ ହାସଲ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିରା ସୁତକାନେ କରାଟେ ଆସୋସିଏସନ୍‌ର ୬ଷ୍ଠ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସ୍ୱର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇଜାଗର ବିଧାୟକ ପି ଜି ଭିଆର ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି
Read More...

ଅନ୍ୟାୟ ରିଭର୍ଟ ପ୍ରତିବାଦରେ ସପରିବାର ଦେବେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ୟାୟ ରିଭର୍ଟ ପ୍ରତିବାଦରେ ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ ବୋଲି ଲୁଚନ ମୁନା ଡିଏଫ୍‌ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ସୂଚନା ଅନୁସାରେ ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜ ଚୁହାପାଲିଠାରେ ଲୁଚନ ମୁନା ହେଡ ଚେକର ଭାବରେ କାର୍ଯ୍ୟରତ ଥିଲେ ।
Read More...