Monthly Archives

February 2023

ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କନସିଂହା ଠାରେ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୧ ଜଣ ବଟୁ ବ୍ରତ ହୋଇଥିବା ବେଳେ ତିନି ଦିନ ଧରି ଚାଲିଥିଲା । ପ୍ରଥମ ଦିନରେ କଳସ
Read More...

କଟକଠାରେ ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

● ଚାଉଳ ଭାରତରେ ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଏବଂ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ : ରାଷ୍ଟ୍ରପତି ମୁର୍ମୁ କଟକ, (ପିଆଇବି) : ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
Read More...

ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ୍‌ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣର ତାତି ଏବେ ବି ସହରରେ ରହିଥିବା ବେଳେ ପୁଣି ଘଟିଛି ଏକ ଜଘନ୍ୟ କାଣ୍ଡ । ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଆକ୍ରମଣ
Read More...

ଚର୍ଚ୍ଚାରେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ମାସ କେଇଟା ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କର ରଖିବାର ନିଆରା କଳା ପାଇଁ ଝରଣା
Read More...

୨ ଗାଡି ମୁହାଁମୁହିଁ ଧକ୍କା : ୨ ଗୁରୁତର

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ୨୬ ନଂ. ଜାତୀୟ ରାଜପଥ କରେଲଧୁଆ ଓଭରବିଜ୍ରଠାରେ ୨ ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଟାଟାଏସି ଏବଂ ୪୦୭ ଗାଡି ମଧ୍ୟରେ ଧକ୍କା ହେବା ଫଳରେ ଟାଟାଏସିରେ ଥିବା ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି
Read More...

ବାନ୍ଧନବାଡି ଓ ରେଙ୍ଗଟାସିଲରେ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଧୁବଲପଡା ଗ୍ରାମ ପଞ୍ଚାୟତର ବାନ୍ଧନବାଡି ଓ ରେଙ୍ଗଟାସିଲରେ ପାଟଣାଗଡ ଜଙ୍ଗଲ ବିଭାଗ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଙ୍ଗଲରେ କିପରି ନିଆଁ ନଲାଗିବ ତା’ ଉପରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଦାଶକାଠିଆ ମାଧ୍ୟମରେ ଲୋକଙ୍କୁ
Read More...

ଆସନ୍ତା ମାର୍ଚ୍ଚ ୫ରୁ ଭୁବନେଶ୍ୱରରୁ ଦୁବାଇ ଉଡ଼ିବ ବିମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର-ଦୁବାଇକୁ ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ଆରମ୍ଭ ହେବା ସମ୍ଭାବନା ରହିଛି । ଏହାସହ ସେହିଦିନ ବିଜୁ ବାବୁଙ୍କ ପ୍ରିୟ ବିମାନ
Read More...

ମହାଶିବ ରାତ୍ରି ଉପଲକ୍ଷେ କୁମ୍ଭାରସାହିରେ ତିଆରି ହେଉଛି ୧୨ କ୍ୱିଣ୍ଟାଲ୍‌ ଘିଅ ରହୁଥିବା ଦୀପ

କଟକ : ଆସନ୍ତା ଫେବୃଆରୀ ୧୮ ତାରିଖରେ ମହାଶିବ ରାତ୍ରି । ବିଭିନ୍ନ ଶିବ ମନ୍ଦିର ଦୀପ ଜାଳି ଜାଗର ପାଳିବେ ଶ୍ରଦ୍ଧାଳୁ । ଜାଗର ପାଇଁ ବିଡ଼ାନାସୀ କୁମ୍ଭାରସାହିର କାରିଗର ସୁରେନ୍ଦ୍ର ବେହେରା ସ୍ୱତନ୍ତ୍ର ଭାବେ ତିଆରି କରୁଛନ୍ତି ୧୨ କ୍ୱିଣ୍ଟାଲ ଘିଅ ରହିପାରୁଥିବା ଏକ ଦୀପ । ଯାହାକୁ ଦେଖିବା
Read More...

ପରିତ୍ୟକ୍ତ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଶିରିଶିପାଳ ପଞ୍ଚାୟତ ରାଙ୍କି ମୁଣ୍ଡାସାହିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ସମୀର ପାତ୍ର ନାମକ ଜଣେ ଯୁବକ ଗତକାଲି ବଳଦ ଚରାଉଥିବା ସମୟରେ ପରିତ୍ୟକ୍ତ କୂଅରେ
Read More...

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ : ୧୦ରୁ ଅଧିକ ଯାତ୍ରୀ ଆହତ, ୨ ଗୁରୁତର

ଭଦ୍ରକ : ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଯାତ୍ରୀବାହୀ ବସ୍‌ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଗ୍ନିଶମ ଗାଡ଼ି ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି
Read More...