ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣା : ଜଣେ ଗିରଫ ଏବଂ କୋର୍ଟ ଚାଲାଣ, ଦୁଇ ଜଣ ଫେରାର
ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ଲାଠୋର ଗ୍ରାମର ଖଇରାପଡାର ମାନସ ରଣା ଏବଂ ତୃତୀୟ ଅଭିଯୁକ୍ତର ପରିଚୟ ମିଳିପାରି ନଥିବା!-->…
Read More...
Read More...