ପିକଅପ୍ ଭ୍ୟାନ୍କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ : ଜଣେ ମୃତ, ୪ ଗୁରୁତର
ରଣପୁର : ପିକଅପ୍ ଭ୍ୟାନ୍କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଚାନ୍ଦପୁର!-->…
Read More...
Read More...