ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଝାରବାହାଲି ରଘୁନାଥ ମଠ ପରିସରରେ ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ସଭାପତିତ୍ୱ କରିଥିବା ବେଳେ ପଶ୍ଚିମ ଓଡିଶାର ଅନେକ ମଠର ମହନ୍ତ ଓ ସାଧୁ ସମାଜ ଏହି ସମ୍ମିଳନୀରେ ଯୋଗଦାନ!-->…
Read More...
Read More...