ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବଢୁଛି ଚୋରା ନିଶାଦ୍ରବ୍ୟ କାରବାର । ବୁଧବାର ଢେଙ୍କାନାଳ ସଦର ଥାନା କାଣ୍ଡବିନ୍ଧା ପଞ୍ଚାୟତ ଅନ୍ତର୍ଗତ ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଗଞ୍ଜେଇ କାରବାର ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା!-->…
Read More...
Read More...