ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
ନୀଳଗିରି : ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟପଥ ପୋଡ଼ାଶୂଳ ନିକଟ ବାଉଁଶନାଳ ଠାରେ ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ଦ୍ଵିପ୍ରହରରେ ଜାମୁଡିହା ଗ୍ରାମର କାହ୍ନୁଚରଣ ପ୍ରଧାନ ତାଙ୍କ ଝିଅ!-->…
Read More...
Read More...