Daily Archives

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଦାନୀ ଗ୍ରୁପର ମାର୍କେଟର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ
Read More...

ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥ ଜମାକାରୀ ସଂସ୍ଥା "ସାହାରା ଇଣ୍ଡିଆ" କମ୍ପାନୀ ହଡ଼ପ କରିଥିବା ଜମାକାରୀଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ
Read More...

ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ମଜବୁତ ସ୍ଥିତିରେ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ସି.କେ. ନାଇଡୁ ଟ୍ରଫିର ଦ୍ୱିତୀୟ ଦିବସରେ ଓଡିଶା କାଲିର ଅସମାପ୍ତ ପାଳି ୯୬-୫ରୁ ଖେଳ ଆରମ୍ଭ କରି ସମୁଦାୟ ୩୩୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଓଡିଶା ଦଳ ତରଫରୁ ସ୍ୱାସ୍ଥିକ ସାମଲ ୮୮ ରନ୍‌, ଅନିଲ
Read More...

୨ ବର୍ଷ କରୋନା ପରେ ଐତିହ୍ୟ ସମ୍ପହ୍ନ ରାଣୀପୁର ଝରିଆଲ ମହାଶିବରାତ୍ରୀ ପାଇଁ ଶ୍ରଦ୍ଧାଳୁଙ୍କ ହେବ ଭିଡ଼

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଐତିହ୍ୟ ସମ୍ପହ୍ନ ବଙ୍ଗୋମୁଣ୍ଡା ବ୍ଲକର ଯୋଗିନୀପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବପୀଠରେ ମହାଶିବରାତ୍ରୀ ପାଳନ ପାଇଁ ମନ୍ଦିର ପୂଜା କମିଟିର ସଭାପତି ମାଣିକଚନ୍ଦ ଜୈନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ତୁଳସୀଟୋଲାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଏମ୍‌ସିର ୱାର୍ଡ ନଂ ୪ ତୁଳସୀଟୋଲାଠାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜେପି ହସପିଟାଲ୍ ତରଫରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୬୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା
Read More...

କପିଲାଭଟାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଥିବା ରାଧାକୃଷ୍ଣ ପ୍ରହରୀ ମଣ୍ଡପ ଠାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ନୀଳମଣି ବିଶି ଓ ତାଙ୍କ ସହଧର୍ମିଣୀ ସୁଶୀଳା ବିଶି
Read More...

ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲା ଅଧ୍ୟୟନରତ : ସରକାର ଚେତିବେ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ସୀମାନ୍ତରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦାବପାଲି ଗାଁ ଅବସ୍ଥିତ । ୧୯୬୦ ମସିହାରେ ଦାବପାଲି ଗ୍ରାମରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ଏବେ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
Read More...

୫ ଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରୁ ୪ କିମି ଦୂର ପାହାଡ ଉପରେ ପାଞ୍ଚଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ମଣ୍ତୋଖୋଲ ପାହାଡ ଉପରେ ପୂଜକ ସୌକିଲାଲ ବରିହାଙ୍କ
Read More...

ବରକେରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ଶିକ୍ଷାବର୍ଷ ୨୦୨୨-୨୦୨୪ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପବିତ୍ର ପ୍ରାଙ୍ଗଣରେ ବାର୍ଷିକ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...