ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା : ୬ ଆହତ, ଡ୍ରାଇଭର ଅଟକ
ପାରାଦୀପ : ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା । କାର- ବାଇକ୍କୁ ଧକ୍କା ଦେଇ କେନାଲକୁ ପଶିଗଲା ପିକ୍ଅପ୍ ଗାଡି । ରାସ୍ତା କଡ଼ରେ ଥିବା ଜଙ୍ଗଲ ଭିତରକୁ ପଶିଗଲା କାର । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ଅଠରବାଙ୍କି ସ୍ୱାସ୍ଥ୍ୟ କେନ୍ଦ୍ରରେ!-->…
Read More...
Read More...