କଲ୍ୟାଣ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସମ୍ପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହମିରପୁର ସ୍ଥିତ ସହରର ଜଣାଶୁଣା ଶିକ୍ଷାନୁଷ୍ଠାନ କଲ୍ୟାଣୀ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କମଳାକାନ୍ତ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ବିଶ୍ୱକପ ହକି ଉପଲକ୍ଷେ!-->…
Read More...
Read More...