Monthly Archives

January 2023

ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଂଟ

ତୃତୀୟ ଦିନ ଭାଲୁପିଆ ଦଳ ସେମିଫାଇନାଲରେ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଂଟ ତୃତୀୟ ଦିବସ ଶୁକ୍ରବାର ଦିନ ତିନି ଗୋଟି ମ୍ୟାଚ ହୋଇଯାଇଛି । ପ୍ରଥମ ଇନିଂସ ଭାଲୁପିଆ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ
Read More...

ଉଦ୍‌ଘାଟିତ ହେଲା ୨୧ତମ ବଲାଙ୍ଗିର ଲୋକଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ନୂତନ ମଞ୍ଚରେ ୨୧ତମ ବଲାଙ୍ଗିର ଲୋକଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଲୋକଉତ୍ସବ ସମିତିର ଅଧ୍ୟକ୍ଷ ତଥା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ସାଂସଦ ଶ୍ରୀମତୀ
Read More...

ଜିଏମ୍‌ୟୁ ବାଣିଜ୍ୟ ବିଭାଗ‌ ତରଫରୁ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଉଦ୍‌ଘାଟିତ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ (ଜିଏମ୍‌ୟୁ)ର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିନ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼. ପ୍ରୀତିଶ୍ ଆଚାର୍ଯ୍ୟ ଏବଂ ବିଶ୍ଵବିଦ୍ୟାଳୟର
Read More...

ମଣ୍ଡିରେ ପଡିରହୁଛି ଧାନ : ଆତ୍ମହତ୍ୟା ପାଇଁ ଚାଷୀଙ୍କ ଧମକ, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ମାଗିଲେ…

ଖପ୍ରାଖୋଲ, (ଅଶୋକ ବାଗ) : ଚଳିତ ଖରିପ ଋତୁରେ ଖପ୍ରାଖୋଲ ବ୍ଲକ ଅଂଚଳରେ ବିଗତ ବର୍ଷ ତୁଳନାରେ ଧାନ ଚାଷ ଭଲ ହୋଇଥିବା ବେଳେ ଏହାକୁ ନେଇ ଚାଷୀ ଉତ୍ସାହିତ ହୋଇଥିଲେ । ମାତ୍ର ଅମଳଧାନ ବିକ୍ରି କରିବାରେ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
Read More...

‘ବାହାରେ ଦିନେ ଚାଲ ଦିବସ’ ଅବସରରେ ବ୍ୟାୟାମ କଲେ ସାମ୍ବାଦିକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବାହାରେ ଦିନେ ଚାଲ ଦିବସ' ଅବସରରେ ଶୁକ୍ରବାର ଡେଲାଙ୍ଗର ସାମ୍ବାଦିକମାନେ ବୁଲିବା ଚାଲିବା ସହିତ ବ୍ୟାୟାମ କରିଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜାନୁୟାରୀ ୨୦ ତାରିଖରେ ପଡେ 'ବାହାରେ ଦିନେ ଚାଲ ଦିବସ' । ବାହାରେ ଚାଲିବା ବୁଲିବା ସର୍ବଦା
Read More...

ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କରୁଆଁଝର ଗ୍ରାମ ପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ନୂତନ ଗୃହକୁ ଉଦ୍‌ଘାଟନ
Read More...

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସିଟି କଲୋନୀ ରାମଗଡ ବସ୍ତି ଠାରେ ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ୧୦ ତାରିଖ ଯାଏ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସପ୍ତ ମୂର୍ତ୍ତି ପରମ ବୈଦିକ,
Read More...

କର୍ଲାକୁଟୁନା ଗାଁରେ ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାକୁଟୁନା ଗାଁରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବତୀ ଜଣକ ହେଲେ ଉକ୍ତ ଗାଁର ଭାବଗ୍ରାହୀ ବରିହାଙ୍କ ସ୍ତ୍ରୀ ଅନୁପମା ବରିହା (୨୨) ବୋଲି ଜଣାଯାଇଛି । ସୂଚନା ଅନୁସାରେ ମହିଳା ଜଣକ ଖେତ ପାଖ
Read More...

ସିଆରପିଏଫ ଓ ଆଇଟିବିପି ପକ୍ଷରୁ କଟକରେ ଆଜାଦି କା ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ପାଳିତ

ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନନେତାଜୀଙ୍କ ବୀରତ୍ୱ ଓ ସାହସକୁ ସ୍ମରଣ କରି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ନୂଆଦିଲ୍ଲୀ, (ପିଆଇବି) : ଆଜାଦିର ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ୍ ଏବଂ ଆଇଟିବିପି ପକ୍ଷରୁ ଓଡିଶା
Read More...

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ନବନିଯୁକ୍ତ ପ୍ରାର୍ଥୀମାନେ ଅମୃତ କାଳରେ ସୈନିକ ହୋଇ କାମ କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ• ତୃତୀୟ ପର୍ଯ୍ୟାୟରେ ୧୨୮ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ• ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ
Read More...