Daily Archives

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ସେକ୍ଟର ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ସକାଳ ଅଧିବେଶନରେ ମା' ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହେବା ସହିତ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ
Read More...

ମୋହନଗିରୀ ଧନୁଯାତ୍ରା : ତୃତୀୟ ସନ୍ଧ୍ୟାରେ କଂସ ରାଜୁତି

ମ.ରାମପୁର, (ହେମନ୍ତ ସାହୁ) : ଆଂଚଳିକ ବିକାଶ ଧାରା ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଥିବା ମୋହନଗିରୀ ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ କଂସଙ୍କ ରାଜୁତି ଚାଲିଥିବା ଦେଖାଯାଇଥିଲା । ଏହି ଦିବସରେ କଂସ ଦରବାରରେ ସ୍ୱତନ୍ତ୍ର ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ସଭାପତି ସୁବୋଧ ରଣା ଓ
Read More...

ସାନ-ଆର୍ଯ୍ୟପଲ୍ଲୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉପରେ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ, ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ, ପ୍ରେମ ଓ ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଞ୍ଜାମଙ୍କ ମିଳିତ ଆନୁକୂଲ୍ୟରେ
Read More...

ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର କୁଧେରନପାଲି ଗ୍ରାମର ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତା(୬୩)ଙ୍କ ଆଜି ସକାଳ ୯ଟା ସମୟରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀ ହୋତା
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନ୍ ଆର୍ମି ଫାଉଣ୍ଡେସନ୍ ଲର୍କିପାଲି, ସେବା ଭାରତ୍ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଉତ୍କଳ ଷଡବଂଶୀୟ ସାତ ଘରିଆ ମିର୍ଦ୍ଧା ସମାଜର ଜିଲ୍ଲା ମହାସଭା ଉଦ୍‌ଯାପିତ

ପାଟଣାଗଡ, (ସଦାଶିବ ସରାଫ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ତେଣ୍ଡାପଦର ଗ୍ରାମଠାରେ ସାତ ଘରିଆ ମିର୍ଦ୍ଧା ସମାଜର ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମିର୍ଦ୍ଧା ସମାଜର ଇଷ୍ଟ ଦେବତା ବୁଢ଼ା ରାଜାଙ୍କ ଠାରେ ପୂଜା ଅର୍ଚ୍ଚନା କରିଥିଲେ । ଜିଲ୍ଲା ସଭାପତି
Read More...

ସଇଁନ୍ତଲା ପୁଲିସକୁ ବଡ଼ ସଫଳତା : ବୋହୂ ପ୍ରେମରେ କଣ୍ଟା ସାଜିଲେ ଶାଶୁ, ମାଉସୀ ଓ ପୁତୁରା କଲେ ହତ୍ୟା, ୨ କୋର୍ଟ…

ସଇଁନ୍ତଲା, (କେପିଏନ୍‌ଏସ୍‌) : ପ୍ରେମ କେତେବେଳେ କାହାକୁ ହୁଏ ତାହା କହି ହୁଏ ନାହିଁ । ପ୍ରେମରେ ନଥାଏ ବୟସ ସୀମା ନଥାଏ ଜାତି ଭେଦ । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥାଏ ତେଣୁ କେତେବେଳେ ସେହି ପ୍ରେମ କଣ୍ଟା ପାଲଟି ଯାଏ, ତାହା ମଧ୍ୟ କାହାକୁ ଜଣା ନଥାଏ । ଯୁଗ ବଦଳିବା ସାଙ୍ଗକୁ ବଦଳି
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ନିର୍ବାଚନ ଆୟୋଗ ୨୫ ଜାନୁୟାରୀ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ଦିବସକୁ ୨୦୧୧ ମସିହାଠାରୁ ଜାତୀୟ ମତଦାତା ଦିବସ ରୂପେ ପାଳନ ହୋଇ ଆସୁଛି । ଚଳିତ ବର୍ଷର ଜାତୀୟ ମତଦାତାଙ୍କ ପାଇଁ ଥିମ୍ ଥିଲା Nothing Like Voting, I Vote
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ, ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ବିଜ୍ଞାନ ମଣିଷକୁ ଅନୁସନ୍ଧିସ୍ତୁ କରେ । ସାମ୍ପ୍ରତିକ ପରିସ୍ଥିତିରେ ମଣିଷର ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା ରହିଛି । ଶକ୍ତି ସଙ୍କଟ ସୃଷ୍ଟି ହେଲା
Read More...

ରାଜ୍ୟପାଳ ପୁରସ୍କାର ନିମନ୍ତେ ଚୟନ ଶିବିରରେ ଯୋଗଦେଲେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ରୋଭର ଓ ରେଞ୍ଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨ ଜଣ ସ୍କାଉଟ ରୋଭର ଓ ୧୨ ଜଣ ରେଞ୍ଜର ଭୁବନେଶ୍ୱର ସ୍କାଉଟ ମୁଖ୍ୟାଳୟରେ ଅନୁଷ୍ଠିତ ରାଜ୍ୟପାଳ ପୁରସ୍କାର ନିମନ୍ତେ ହୋଇଥିବା ଚୟନ ଶିବିରରେ ସମ୍ମିଳିତ ହୋଇ
Read More...